କାମ କର ନଚେତ ବିଦା ହୁଅ: ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ୱର: କାମ କର ନଚେତ ବିଦା ହୁଅ। ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀଙ୍କୁ ଆଜି ଏପରି ଚେତାବନୀ ଦେଇଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ଅରୁଣ ସାହୁ। ସଚିବାଳୟରେ ଆଜି ପଞ୍ଚାୟତ ରାଜ ଫ୍ଲାଗସିପ କାର୍ଯ୍ୟକ୍ରମର ସବୀକ୍ଷା କରିବା ଅବସରରେ ମନ୍ତ୍ରୀ ସାହୁ ଏହା କହିଛନ୍ତି। ଏଥିରେ ଜିଲ୍ଲାର ପିଡି ଡିଆରଡିଏ ଏବଂ ବିଭିନ୍ନ ବ୍ଲକର ବିଡିଓ ଉପସ୍ଥିତ ଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।