କାମାକ୍ଷାନଗର: ମଦମୁକ୍ତ ଗାଁ ଦାବିରେ ମଦଭାଟିରେ ତାଲା ପକାଇଲେ ମହିଳା

କାମାକ୍ଷାନଗର: ଗାଁକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ଲକ୍ଷ୍ୟରେ ପୁଣି ତାତିଛନ୍ତି ମହିଳା। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଗଡ଼ପଳାଶୁଣୀ ଗାଁର ମହିଳାମାନେ ଆଜି ସକାଳେ ଦେଶୀ ମଦଭାଟିରେ ତାଲା ପକାଇଥିଲେ। ଏହାସହିତ  ମହିଳାମାନେ ଗଡ଼ପଳାଶୁଣୀ ଠାରେ ମହାବିରୋଡ଼ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ଗାଁରେ ଥିବା ଦେଶୀ ମଦଭାଟି ବନ୍ଦ କରିବାକୁ ବାରମ୍ୱାର ଦାବି କରିଥିଲେ ମଧ୍ୟ କିଛି ଲାଭ ହୋଇ ନ ଥିଲା। ପ୍ରଶାସନ ପାଖରୁ ନିରାଶ ହେବା ପରେ ଗାଁର ମହିଳାମାନେ ଆଜି […]

mada

mada

Rakesh Mallick
  • Published: Sunday, 28 August 2016
  • Updated: 28 August 2016, 09:19 AM IST

Sports

Latest News

କାମାକ୍ଷାନଗର: ଗାଁକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ଲକ୍ଷ୍ୟରେ ପୁଣି ତାତିଛନ୍ତି ମହିଳା। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଗଡ଼ପଳାଶୁଣୀ ଗାଁର ମହିଳାମାନେ ଆଜି ସକାଳେ ଦେଶୀ ମଦଭାଟିରେ ତାଲା ପକାଇଥିଲେ। ଏହାସହିତ  ମହିଳାମାନେ ଗଡ଼ପଳାଶୁଣୀ ଠାରେ ମହାବିରୋଡ଼ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ।

ଗାଁରେ ଥିବା ଦେଶୀ ମଦଭାଟି ବନ୍ଦ କରିବାକୁ ବାରମ୍ୱାର ଦାବି କରିଥିଲେ ମଧ୍ୟ କିଛି ଲାଭ ହୋଇ ନ ଥିଲା। ପ୍ରଶାସନ ପାଖରୁ ନିରାଶ ହେବା ପରେ ଗାଁର ମହିଳାମାନେ ଆଜି ଏକତ୍ରିତ ହୋଇ ଭାଟିରେ ତାଲା ପକାଇ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story