କେମିତି ମଲେ ‘ହାଡ଼ୁ’: ପୁଣି ରିପୋର୍ଟ ଦିଅ ଜିଲ୍ଲାପାଳ

  ଭୁବନେଶର: ବରଗଡ଼ ଚାଷୀ ଆତ୍ମହତ୍ୟା ଘଟଣାର ପୁଣି ଥରେ ହେବ ତଦନ୍ତ। କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ପୁନଃ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିଜେ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ବରଗଡ଼ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବରଗଡ଼ ଚାଷୀ ହାଡ଼ୁ ବଗର୍ତ୍ତୀ ଆତ୍ମହତ୍ୟା ପ୍ରସଙ୍ଗରେ କୃଷିମନ୍ତ୍ରୀଙ୍କ ବୟାନକୁ ନେଇ ବିବାଦ ହୋଇଥିଲା। ଚାଷଜନିତ କ୍ଷତି ପାଇଁ ନୁହେଁ ବରଂ ପାରିବାରିକ କଳହରୁ ହାଡ଼ୁ ଆତ୍ମହତ୍ୟା କରିଥିବା ନେଇ କୃଷିମନ୍ତ୍ରୀ ବିଧାନସଭାରେ ବିବୃତି ରଖିଥିଲେ। ହେଲେ ମନ୍ତ୍ରୀଙ୍କ […]

pradeep -moharathi

pradeep -moharathi

Rakesh Mallick
  • Published: Monday, 06 March 2017
  • Updated: 06 March 2017, 05:29 PM IST

 

ଭୁବନେଶର: ବରଗଡ଼ ଚାଷୀ ଆତ୍ମହତ୍ୟା ଘଟଣାର ପୁଣି ଥରେ ହେବ ତଦନ୍ତ। କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ପୁନଃ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିଜେ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ବରଗଡ଼ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ବରଗଡ଼ ଚାଷୀ ହାଡ଼ୁ ବଗର୍ତ୍ତୀ ଆତ୍ମହତ୍ୟା ପ୍ରସଙ୍ଗରେ କୃଷିମନ୍ତ୍ରୀଙ୍କ ବୟାନକୁ ନେଇ ବିବାଦ ହୋଇଥିଲା। ଚାଷଜନିତ କ୍ଷତି ପାଇଁ ନୁହେଁ ବରଂ ପାରିବାରିକ କଳହରୁ ହାଡ଼ୁ ଆତ୍ମହତ୍ୟା କରିଥିବା ନେଇ କୃଷିମନ୍ତ୍ରୀ ବିଧାନସଭାରେ ବିବୃତି ରଖିଥିଲେ। ହେଲେ ମନ୍ତ୍ରୀଙ୍କ ଉତ୍ତରକୁ ନେଇ ପ୍ରଶ୍ନ ଉଠାଇଥିଲେ ହାଡ଼ୁଙ୍କ ପତ୍ନୀ ଓ ବୋହୂ। ହାଡ଼ୁଙ୍କ ମୃତ୍ୟୁ ପରେ କେହି ଜଣେ  ବି ସରକାରୀ ଅଧିକାରୀ ତାଙ୍କ ଘରକୁ ଆସି ନ ଥିବା ବେଳେ  ଆତ୍ମହତ୍ୟାର କାରଣ ମନ୍ତ୍ରୀ କେମିତି ଜାଣିଲେ ବୋଲି ହାଡ଼ୁଙ୍କ ସ୍ତ୍ରୀ ପ୍ରଶ୍ନ କରିଥିଲେ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos