କାନାଡ଼ାରେ ନିଖୋଜ ଓଡ଼ିଆ ଇଞ୍ଜିନିୟରଙ୍କ ଉଦ୍ଧାର ପାଇଁ ଚିଠି ଲେଖିଲେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା କାନାଡାରେ ନିଖୋଜ ଓଡ଼ିଆ ଇଞ୍ଜିନିୟର ଦେବପ୍ରକାଶ ମହାପାତ୍ରଙ୍କୁ ଉଦ୍ଧାର କରିବାକୁ ଚିଠି ଲେଖିଛନ୍ତି। କାନାଡାରେ ଅବସ୍ଥାପିତ ଭାରତୀୟ ହାଇକମିସନଙ୍କୁ ସେ ଏହି ଚିଠି ଲେଖିଛନ୍ତି। ପାଟକୁରା ଥାନା ଅନ୍ତର୍ଗତ ଗରଦପୁର ବ୍ଲକ୍‌ର ତିକନପୁର ଗ୍ରାମର ବେଦପ୍ରକାଶ ଜଣେ ମେକାନିକାଲ୍ ଇଞ୍ଜିନିୟର ଭାବେ କାନାଡାରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ସେ ୨୦୧୪ ସେପ୍ଟେମ୍ବରରୁ ସେଠାକୁ ଯାଇଛନ୍ତି। ତେବେ ୨୦୧୫ ଅକ୍ଟୋବରରୁ ତାଙ୍କର କୌଣସି ଖୋଜଖବର […]

baijayantapanda

baijayantapanda

Rakesh Mallick
  • Published: Saturday, 13 February 2016
  • Updated: 13 February 2016, 10:42 AM IST

Sports

Latest News

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା କାନାଡାରେ ନିଖୋଜ ଓଡ଼ିଆ ଇଞ୍ଜିନିୟର ଦେବପ୍ରକାଶ ମହାପାତ୍ରଙ୍କୁ ଉଦ୍ଧାର କରିବାକୁ ଚିଠି ଲେଖିଛନ୍ତି। କାନାଡାରେ ଅବସ୍ଥାପିତ ଭାରତୀୟ ହାଇକମିସନଙ୍କୁ ସେ ଏହି ଚିଠି ଲେଖିଛନ୍ତି।

ପାଟକୁରା ଥାନା ଅନ୍ତର୍ଗତ ଗରଦପୁର ବ୍ଲକ୍‌ର ତିକନପୁର ଗ୍ରାମର ବେଦପ୍ରକାଶ ଜଣେ ମେକାନିକାଲ୍ ଇଞ୍ଜିନିୟର ଭାବେ କାନାଡାରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ସେ ୨୦୧୪ ସେପ୍ଟେମ୍ବରରୁ ସେଠାକୁ ଯାଇଛନ୍ତି। ତେବେ ୨୦୧୫ ଅକ୍ଟୋବରରୁ ତାଙ୍କର କୌଣସି ଖୋଜଖବର ମିଳୁନାହିଁ।

ଶେଷଥର ପରିବାର ଲୋକ ବେଦପ୍ରକାଶଙ୍କୁ କାନାଡାର ରେଗିନାଠାରେ ଥିବା କୋଲ୍ଡ ସି ଫୁଡ୍ ଲିମିଟେଡ ମୁଖ୍ୟ କାର୍ଯ୍ୟାଳୟରେ କାମ କରୁଥିବା ଜାଣିବାକୁ ପାଇଥିଲେ। ଏହା ପରଠାରୁ ତାଙ୍କର କୌଣସି ଖୋଜଖବର ମିଳୁନାହିଁ। ପରିବାର ଲୋକେ ଏ ନେଇ ପାଟକୁରା ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ତାଙ୍କୁ ଠାବ କରିବାକୁ ବହୁ ଚେଷ୍ଟା କରି ବିଫଳ ହେବା ପରେ ପରିବାର ଲୋକେ ସାଂସଦ ପଣ୍ଡାଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଉଦ୍ଧାର ଲାଗି ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ।

ପରିବାର ଲୋକଙ୍କ ଅନୁରୋଧ କ୍ରମେ ସାଂସଦ ପଣ୍ଡା କାନାଡାରେ ଭାରତୀୟ ହାଇକମିଶନଙ୍କ ସହ ଯୋଗାଯୋଗ କରି ପ୍ରଥମେ ଏ ବିଷୟରେ ଅବଗତ କରିଥିଲେ। ପରେ ଏକ ପତ୍ର ଲେଖି ବେଦପ୍ରକାଶଙ୍କୁ ଠାବ କରିବା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story