ପୋଲିସ୍ ବସ୍ ଓ ମିନିଟ୍ରକ୍ ମଧ୍ୟରେ ଧକ୍କା; ୫ ଯବାନ ଆହତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଗୁଦାରୀ ଗାଁ ନିକଟରେ ଆଜି ସକାଳେ ଏକ ପୋଲିସ୍ ବସ୍‌ ଓ ଏକ ଆଳୁପିଆଜ ବୋଝେଇ ମିନିଟ୍ରକ୍‌ ମଧ୍ୟରେ ଧକ୍କା ହେବା ଫଳରେ ଭାରତୀୟ ରିଜର୍ଭ ବାଟାଲିୟନ୍‌ (ଆଇଆରବିଏନ୍)ର ୫ ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ଫୁଲବାଣୀ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କ ନାଁ ପ୍ରତାପ ମୁଣ୍ଡା। ୨୦ ଜଣ ଆଇଆରବିଏନ୍ ଯବାନମାନଙ୍କୁ ନେଇ ବସ୍‌ଟି ଫୁଲବାଣୀରୁ ପୁରୀ […]

policevan

policevan

Rakesh Mallick
  • Published: Wednesday, 28 December 2016
  • Updated: 28 December 2016, 09:54 AM IST

Sports

Latest News

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଗୁଦାରୀ ଗାଁ ନିକଟରେ ଆଜି ସକାଳେ ଏକ ପୋଲିସ୍ ବସ୍‌ ଓ ଏକ ଆଳୁପିଆଜ ବୋଝେଇ ମିନିଟ୍ରକ୍‌ ମଧ୍ୟରେ ଧକ୍କା ହେବା ଫଳରେ ଭାରତୀୟ ରିଜର୍ଭ ବାଟାଲିୟନ୍‌ (ଆଇଆରବିଏନ୍)ର ୫ ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ଫୁଲବାଣୀ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କ ନାଁ ପ୍ରତାପ ମୁଣ୍ଡା।

୨୦ ଜଣ ଆଇଆରବିଏନ୍ ଯବାନମାନଙ୍କୁ ନେଇ ବସ୍‌ଟି ଫୁଲବାଣୀରୁ ପୁରୀ ଅଭିମୁଖେ ଯାଉଥିଲା। ଗୁଦାରୀ ଗାଁ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ମିନିଟ୍ରକ ସହ ଏହାର ଧକ୍କା ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story