ଏନ୍‌କାଉଣ୍ଟରରେ ମୃତ ମହିଳା ମାଓବାଦୀଙ୍କ ଶବ ନେବାକୁ ଆସିଲେନି ସମ୍ପର୍କୀୟ: ପୋଲିସ କଲା ଶେଷକୃତ୍ୟ

ଫୁଲବାଣୀ: ଗତ ୧୦ ତାରିଖରେ ଏନ୍‌କାଉଣ୍ଟରରେ ପ୍ରାଣ ହରାଇଥିବା ମହିଳା ମାଓବାଦୀ ବନିଲା ଓରଫ ଜୋହରତିଙ୍କ ଶବକୁ ତାଙ୍କ ସମ୍ପର୍କୀୟମାନେ ନେବାକୁ ନ ଆସିବାରୁ ଗତକାଲି ପୋଲିସ ତାଙ୍କ ଶେଷକୃତ୍ୟ ସଂପନ୍ନ କରିଛି। ପଟାବାଲି ସାହି ମଶାଣିରେ ତାଙ୍କ ଶବ ସତ୍କାର କରାଯାଇଛି। ବନିଲାଙ୍କ ଶବ ନେବା ପାଇଁ ତାଙ୍କ ସମ୍ପର୍କୀୟଙ୍କୁ ଖବର ଦିଆଯାଇଥିଲା। କିନ୍ତୁ ୭୨ ଘଣ୍ଟା ଭିତରେ ତାଙ୍କର କୌଣସି ସଂପର୍କୀୟ ଶବ ନେବା ପାଇଁ ଆସିନଥିଲେ। ସୂଚନାଯୋଗ୍ୟ ଯେ, ଗତ ୫ ଦିନ […]

Rakesh Mallick
  • Published: Friday, 15 September 2017
  • Updated: 15 September 2017, 08:52 AM IST

Sports

Latest News

ଫୁଲବାଣୀ: ଗତ ୧୦ ତାରିଖରେ ଏନ୍‌କାଉଣ୍ଟରରେ ପ୍ରାଣ ହରାଇଥିବା ମହିଳା ମାଓବାଦୀ ବନିଲା ଓରଫ ଜୋହରତିଙ୍କ ଶବକୁ ତାଙ୍କ ସମ୍ପର୍କୀୟମାନେ ନେବାକୁ ନ ଆସିବାରୁ ଗତକାଲି ପୋଲିସ ତାଙ୍କ ଶେଷକୃତ୍ୟ ସଂପନ୍ନ କରିଛି। ପଟାବାଲି ସାହି ମଶାଣିରେ ତାଙ୍କ ଶବ ସତ୍କାର କରାଯାଇଛି। ବନିଲାଙ୍କ ଶବ ନେବା ପାଇଁ ତାଙ୍କ ସମ୍ପର୍କୀୟଙ୍କୁ ଖବର ଦିଆଯାଇଥିଲା। କିନ୍ତୁ ୭୨ ଘଣ୍ଟା ଭିତରେ ତାଙ୍କର କୌଣସି ସଂପର୍କୀୟ ଶବ ନେବା ପାଇଁ ଆସିନଥିଲେ।

ସୂଚନାଯୋଗ୍ୟ ଯେ, ଗତ ୫ ଦିନ ତଳେ ପୋଲିସ ଗୁଳିରେ ଛତିଶଗଡ଼ କ୍ୟାଡରର ମାଓବାଦୀ ବନିଲାଙ୍କ ମୃତ୍ୟୁ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos