କନ୍ଧମାଳ ଗୁଳିକାଣ୍ଡ: ପୋଲିସ୍‌କୁ ଦାୟୀ କଲେ ଏସ୍‌ଟି କମିଶନ

କନ୍ଧମାଳ: କନ୍ଧମାଳ ଗୁମୁଡୁମାହ ଗୁଳିକାଣ୍ଡ ପାଇଁ ପୋଲିସ୍‌କୁ ଦାୟୀ କରିଛନ୍ତି ଜାତୀୟ ଏସ୍‌ଟି କମିଶନ। ଗୁଳିକାଣ୍ଡ ସମ୍ପର୍କିରେ ନିଜର ରିପୋର୍ଟରେ କମିଶନ ଦର୍ଶାଇଛନ୍ତି ଯେ କୌଣସି କାରଣ ନଥାଇ ଏସ୍ଓଜି ଯବାନମାନେ ଗୁଳି ଚଳାଇଛନ୍ତି। ଭବିଷ୍ୟତରେ ଯେପରି ଏଭଳି ଘଟଣା ନଘଟିବ ସେଥିପ୍ରତି ଦୃଷ୍ଟିଦେବାକୁ ମାଓ ବିରୋଧୀ ଅପେରଶନରେ ସାମିଲ ଥିବା ଯବାନମାନଙ୍କୁ କମିଶନ ପରାମର୍ଶ ଦେଇଛନ୍ତି। ତେବେ କେଉଁ ପରିସ୍ଥିତିରେ ଏପରି ହୃଦୟ ବିଦାରକ ଘଟଣା ଘଟିଲା ଏସ୍ଆଇଟି ଓ ବିଚାର ବିଭାଗୀୟ ତଦନ୍ତ ସରିବା […]

kandhamala

kandhamala

Rakesh Mallick
  • Published: Wednesday, 03 August 2016
  • Updated: 03 August 2016, 06:40 PM IST

Sports

Latest News

କନ୍ଧମାଳ: କନ୍ଧମାଳ ଗୁମୁଡୁମାହ ଗୁଳିକାଣ୍ଡ ପାଇଁ ପୋଲିସ୍‌କୁ ଦାୟୀ କରିଛନ୍ତି ଜାତୀୟ ଏସ୍‌ଟି କମିଶନ। ଗୁଳିକାଣ୍ଡ ସମ୍ପର୍କିରେ ନିଜର ରିପୋର୍ଟରେ କମିଶନ ଦର୍ଶାଇଛନ୍ତି ଯେ କୌଣସି କାରଣ ନଥାଇ ଏସ୍ଓଜି ଯବାନମାନେ ଗୁଳି ଚଳାଇଛନ୍ତି। ଭବିଷ୍ୟତରେ ଯେପରି ଏଭଳି ଘଟଣା ନଘଟିବ ସେଥିପ୍ରତି ଦୃଷ୍ଟିଦେବାକୁ ମାଓ ବିରୋଧୀ ଅପେରଶନରେ ସାମିଲ ଥିବା ଯବାନମାନଙ୍କୁ କମିଶନ ପରାମର୍ଶ ଦେଇଛନ୍ତି।

ତେବେ କେଉଁ ପରିସ୍ଥିତିରେ ଏପରି ହୃଦୟ ବିଦାରକ ଘଟଣା ଘଟିଲା ଏସ୍ଆଇଟି ଓ ବିଚାର ବିଭାଗୀୟ ତଦନ୍ତ ସରିବା ପରେ ସ୍ପଷ୍ଟ ହେବ ବୋଲି ଏସ୍‌ଟି କମିଶନ ମତଦେଇଛନ୍ତି। ଏହାଛଡ଼ା ଏହି ଗୁଳିକାଣ୍ଡରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ମିଳିଥିବା କ୍ଷତିପୂରଣ ପର୍ଯ୍ୟାପ୍ତ ନୁହେଁ। ରାଜ୍ୟ ସରକାର କ୍ଷତିପୂରଣ ରାଶି ବଢ଼ାଇବା ଦରକାର। ମୃତକଙ୍କ ପରିବାର ସଦସ୍ୟଙ୍କୁ କର୍ମ ନିଯୁକ୍ତି, ଗାଁ ଭିତ୍ତିଭୂମି ବିକାଶ, ପିଇବା ପାଣି ବ୍ୟବସ୍ଥା ଓ ମନରେଗା ଅର୍ଥ ପାଇବା ପାଇଁ ସବୁ ପଞ୍ଚାୟତରେ ବ୍ୟାଙ୍କ ସୁବିଧା ଉପଲବ୍ଧ କରାଇବାକୁ କମିଶନ ଗୁରୁତ୍ୱ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story