କନ୍ଧମାଳ ଘଟଣା: ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲା ବିଜେଡି ପ୍ରତିନିଧି ଦଳ

କନ୍ଧମାଳ: କନ୍ଧମାଳରେ ମାଓ ଅପରେସନ୍‌ ବେଳେ ସୁରକ୍ଷାକର୍ମୀଙ୍କ ଗୁଳି ମାଡ଼ରେ ୬ ଜଣ ନିରୀହ ଆଦିବାସୀଙ୍କ ମୃତ୍ୟୁ ଘଟଣାକୁ ନେଇ ଅସନ୍ତୋଷ ଜାରି ରହିଥିବା ବେଳେ ଆଜି ସରକାରୀ ଦଳର ୪ ଜଣ ପ୍ରତିନିଧି ମୃତକଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ଏହି ପ୍ରତିନିଧି ଦଳରେ ମନ୍ତ୍ରୀ ରମେଶ ମାଝି, ସୁଦାମ ମାରାଣ୍ଡି, ସ୍ନେହାଙ୍ଗିନୀ ଛୁରିଆ ଓ ପୂର୍ବତନ ସାଂସଦ ଭୂପିନ୍ଦର ସିଂହ ଥିଲେ। ସେମାନେ ପ୍ରଥମେ ଘଟଣାସ୍ଥଳ କୃତମଗଡ଼ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି […]

kandamala

kandamala

Rakesh Mallick
  • Published: Tuesday, 12 July 2016
  • Updated: 12 July 2016, 07:30 PM IST

Sports

Latest News

କନ୍ଧମାଳ: କନ୍ଧମାଳରେ ମାଓ ଅପରେସନ୍‌ ବେଳେ ସୁରକ୍ଷାକର୍ମୀଙ୍କ ଗୁଳି ମାଡ଼ରେ ୬ ଜଣ ନିରୀହ ଆଦିବାସୀଙ୍କ ମୃତ୍ୟୁ ଘଟଣାକୁ ନେଇ ଅସନ୍ତୋଷ ଜାରି ରହିଥିବା ବେଳେ ଆଜି ସରକାରୀ ଦଳର ୪ ଜଣ ପ୍ରତିନିଧି ମୃତକଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି।

ଏହି ପ୍ରତିନିଧି ଦଳରେ ମନ୍ତ୍ରୀ ରମେଶ ମାଝି, ସୁଦାମ ମାରାଣ୍ଡି, ସ୍ନେହାଙ୍ଗିନୀ ଛୁରିଆ ଓ ପୂର୍ବତନ ସାଂସଦ ଭୂପିନ୍ଦର ସିଂହ ଥିଲେ। ସେମାନେ ପ୍ରଥମେ ଘଟଣାସ୍ଥଳ କୃତମଗଡ଼ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଥିଲେ। ଗୁଳିକାଣ୍ଡ କେମିତି ଘଟିଲା ସେ ନେଇ ସ୍ଥାନୀୟ ଲୋକଙ୍କଠାରୁ ତଥ୍ୟ ସଂଗ୍ରହ କରି ଥିଲେ। ପରେ ସେମାନେ ପହଞ୍ଚିଥିଲେ ଗୁମୁଡୁମାହା ଗାଁରେ ପହଞ୍ଚିଥିଲେ। କାନ୍ଦବୋବାଳି ଭିତରେ ମୃତକଙ୍କ ପରିବାର ସେଇ କାଳରାତିର ଘଟଣା ସଂପର୍କରେ ବିଜେଡି ପ୍ରତିନିଧି ଦଳକୁ ଅବଗତ କରାଇଥିଲେ।

ବିଜେଡି ପ୍ରତିନିଧି ଦଳ ଘଟଣା ସଂପର୍କରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।

ରମେଶ ମାଝି କହିଛନ୍ତି,“ ଆମେ ମୃତକଙ୍କ ପରିବାର ଲୋକଙ୍କ ସହିତ କଥା ହେଲୁ ଓ ସେମାନଙ୍କୁ ସମବେଦନା ଜଣାଇଲୁ। ଆମେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବୁ। ଏ ଘଟଣା ନେଇ ଗଠିତ ଏସ୍‌ଆଇଟି ତା’ର ତଦନ୍ତ ଆରମ୍ଭ କରି ଦେଇଛି। ଏସ୍‌ଆଇଟିର ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story