କନ୍ଧମାଳ ଘଟଣା: ରାଜ୍ୟ ସରକାରଙ୍କୁ ଏସ୍‌ସି କମିଶନଙ୍କ ସମନ

ନୂଆଦିଲ୍ଲୀ: କନ୍ଧମାଳ ଗୁମୁଡୁମାହା ଗୁଳିକାଣ୍ଡ ଘଟଣାରେ ରାଜ୍ୟ ସରକାରଙ୍କୁ ଜାତୀୟ ଏସ୍‌ସି କମିଶନ ସମନ ଜାରୀ କରିଛନ୍ତି। ଏ ନେଇ ଆସନ୍ତାକାଲି ଦିଲ୍ଲୀରେ ବସିବାକୁ ଥିବା ବୈଠକରେ ରାଜ୍ୟ ଗୃହ ସଚିବ, ପୋଲିସ ଡିଜି ଏବଂ ଏସ୍‌ସି/ଏସ୍‌ଟି ସଚିବଙ୍କୁ ହାଜର ହେବାକୁ କୁହାଯାଇଛି। ବୈଠକରେ ଏହି ଅଧିକାରୀମାନେ ଯୋଗଦେଇ କନ୍ଧମାଳ ଗୁଳିକାଣ୍ଡ ଘଟଣାରେ ତଥ୍ୟ ଉପସ୍ଥାପନ କରିବେ। ସୁରକ୍ଷାକର୍ମୀଙ୍କ ଗୁଳିରେ ୫ଜଣ ନୀରିହ ଲୋକଙ୍କ ଜୀବନ ଯିବା ପରେ ଏସ୍‌ସି କମିଶନ ପି.ଏଲ. ପୁନିଆ ଘଟଣାସ୍ଥଳକୁ ଯାଇ […]

kandhamala

kandhamala

Rakesh Mallick
  • Published: Wednesday, 20 July 2016
  • Updated: 20 July 2016, 09:28 PM IST

Sports

Latest News

ନୂଆଦିଲ୍ଲୀ: କନ୍ଧମାଳ ଗୁମୁଡୁମାହା ଗୁଳିକାଣ୍ଡ ଘଟଣାରେ ରାଜ୍ୟ ସରକାରଙ୍କୁ ଜାତୀୟ ଏସ୍‌ସି କମିଶନ ସମନ ଜାରୀ କରିଛନ୍ତି। ଏ ନେଇ ଆସନ୍ତାକାଲି ଦିଲ୍ଲୀରେ ବସିବାକୁ ଥିବା ବୈଠକରେ ରାଜ୍ୟ ଗୃହ ସଚିବ, ପୋଲିସ ଡିଜି ଏବଂ ଏସ୍‌ସି/ଏସ୍‌ଟି ସଚିବଙ୍କୁ ହାଜର ହେବାକୁ କୁହାଯାଇଛି।

ବୈଠକରେ ଏହି ଅଧିକାରୀମାନେ ଯୋଗଦେଇ କନ୍ଧମାଳ ଗୁଳିକାଣ୍ଡ ଘଟଣାରେ ତଥ୍ୟ ଉପସ୍ଥାପନ କରିବେ।

ସୁରକ୍ଷାକର୍ମୀଙ୍କ ଗୁଳିରେ ୫ଜଣ ନୀରିହ ଲୋକଙ୍କ ଜୀବନ ଯିବା ପରେ ଏସ୍‌ସି କମିଶନ ପି.ଏଲ. ପୁନିଆ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ମୃତକ ଓ ପୀଡ଼ିତଙ୍କ ପରିବାର ଲୋକଙ୍କୁ ଭେଟି ଆଲୋଚନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos