କନ୍ଧମାଳ ଗୁଳିକାଣ୍ଡ ଘଟଣା ପ୍ରତିବାଦରେ ଛାତ୍ର କଂଗ୍ରେସର ବାଇକ୍‌ ରାଲି

ଭୁବନେଶ୍ୱର:  କନ୍ଧମାଳ  ଗୁଳିକାଣ୍ଡ ଘଟଣା ପାଇଁ ଦକ୍ଷିଣାଞ୍ଚଳ ଆଇଜି ଅମିତାଭ ଠାକୁରଙ୍କୁ ନିଲମ୍ୱନ ଓ ଗିରଫ ଦାବିରେ ଶତାଧିକ ଛାତ୍ର କଂଗ୍ରେସ କର୍ମୀମାନେ ଆଜି ରାଜଧାନୀ ଭୁବନେଶ୍ୱରରେ ବାଇକ୍‌ ରାଲି କରିଛନ୍ତି। ଏହି ବାଇକ୍‌ ରାଲି କଂଗ୍ରେସ ଭବନରୁ ବାହାରି ଶିଶୁ ଭବନ ଛକ ପର୍ଯ୍ୟନ୍ତ ଯାଇଥିଲା। ଏହାପରେ ଶିଶୁ ଭବନ ଛକରେ କର୍ମୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ବିକ୍ଷୋଭ ବେଳେ ଛାତ୍ର କଂଗ୍ରେସ କର୍ମୀଙ୍କ ସହ ପୋଲିସ୍‌ର ଧସ୍ତାଧସ୍ତି ହୋଇଥିଲା। […]

CONGRESS

CONGRESS

Rakesh Mallick
  • Published: Tuesday, 19 July 2016
  • Updated: 19 July 2016, 02:22 PM IST

Sports

Latest News

congressଭୁବନେଶ୍ୱର:  କନ୍ଧମାଳ  ଗୁଳିକାଣ୍ଡ ଘଟଣା ପାଇଁ ଦକ୍ଷିଣାଞ୍ଚଳ ଆଇଜି ଅମିତାଭ ଠାକୁରଙ୍କୁ ନିଲମ୍ୱନ ଓ ଗିରଫ ଦାବିରେ ଶତାଧିକ ଛାତ୍ର କଂଗ୍ରେସ କର୍ମୀମାନେ ଆଜି ରାଜଧାନୀ ଭୁବନେଶ୍ୱରରେ ବାଇକ୍‌ ରାଲି କରିଛନ୍ତି। ଏହି ବାଇକ୍‌ ରାଲି କଂଗ୍ରେସ ଭବନରୁ ବାହାରି ଶିଶୁ ଭବନ ଛକ ପର୍ଯ୍ୟନ୍ତ ଯାଇଥିଲା। ଏହାପରେ ଶିଶୁ ଭବନ ଛକରେ କର୍ମୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ବିକ୍ଷୋଭ ବେଳେ ଛାତ୍ର କଂଗ୍ରେସ କର୍ମୀଙ୍କ ସହ ପୋଲିସ୍‌ର ଧସ୍ତାଧସ୍ତି ହୋଇଥିଲା।  ଛାତ୍ର କଂଗ୍ରେସ ସଭାପତିଙ୍କ ସହ ୫୦ରୁ ଅଧିକ କର୍ମୀଙ୍କୁ ପୋଲିସ୍ ଅଟକ ରଖିଛି।

ଛାତ୍ର କଂଗ୍ରେସ ସଭାପତି ଇତିଶ୍‌ ପ୍ରଧାନ କହିଛନ୍ତି,“ କନ୍ଧମାଳରେ ନିରୀହ ଲୋକଙ୍କୁ ଗୁଳି କରି ହତ୍ୟା କରାଗଲା। ସରକାର ଏହି ଘଟଣାକୁ ଚପାଇ ଦେବାକୁ ବସିଛନ୍ତି। ଆଇଜିଙ୍କୁ ଯେ ପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ ଛାତ୍ର କଂଗ୍ରେସ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବ। ମୁଖ୍ୟମନ୍ତ୍ରୀଙ୍କ ରାବଣନୀତି ଓଡ଼ିଶାରେ ଆଉ ଚଳିବ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story