କନ୍ଧମାଳ ଗୁଳିମାଡ଼: ବିଭିନ୍ନ ସଙ୍ଗଠନ ପକ୍ଷରୁ ବାଲିଗୁଡ଼ାରେ ପ୍ରତିବାଦ ସଭା

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଗୁମୁଡୁମାହାରେ ପୋଲିସ୍‌ ଗୁଳିରେ ୫ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ଘଟଣାରେ ପୀଡିତଙ୍କୁ ନ୍ୟାୟ ପ୍ରଦାନ ଓ ସଂପୃକ୍ତ ଏସ୍‌ଓଜି ଯବାନଙ୍କ ଗିରଫ ଦାବିରେ ଆଜି ବାଲିଗୁଡାରେ ବିଭିନ୍ନ ସଙ୍ଗଠନ ତରଫରୁ ପ୍ରତିବାଦ ମହାସଭା କରାଯାଇଛି। ସଭାରେ ବିଭିନ୍ନ ଗଣ ସଙ୍ଗଠନର ନେତାମାନେ ଯୋଗ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ନୀରିହ ଲୋକଙ୍କ ମୃତ୍ୟୁ ଘଟଣାକୁ ନିନ୍ଦା କରିଛନ୍ତି। ବିଭିନ୍ନ ସଂଗଠନର କାର୍ଯ୍ୟକର୍ତ୍ତାମାନେ ଏକ ଶୋଭାଯାତ୍ରାରେ ବାଲିଗୁଡ଼ାରେ ପହଞ୍ଚି ଥିଲେ। ପ୍ରତିବାଦ ମହାସଭାକୁ ଦୁଷ୍ଟିରେ ରଖି ଜିଲ୍ଲା […]

kandhmala

kandhmala

Rakesh Mallick
  • Published: Monday, 01 August 2016
  • Updated: 01 August 2016, 04:16 PM IST

Sports

Latest News

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଗୁମୁଡୁମାହାରେ ପୋଲିସ୍‌ ଗୁଳିରେ ୫ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ଘଟଣାରେ ପୀଡିତଙ୍କୁ ନ୍ୟାୟ ପ୍ରଦାନ ଓ ସଂପୃକ୍ତ ଏସ୍‌ଓଜି ଯବାନଙ୍କ ଗିରଫ ଦାବିରେ ଆଜି ବାଲିଗୁଡାରେ ବିଭିନ୍ନ ସଙ୍ଗଠନ ତରଫରୁ ପ୍ରତିବାଦ ମହାସଭା କରାଯାଇଛି। ସଭାରେ ବିଭିନ୍ନ ଗଣ ସଙ୍ଗଠନର ନେତାମାନେ ଯୋଗ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ନୀରିହ ଲୋକଙ୍କ ମୃତ୍ୟୁ ଘଟଣାକୁ ନିନ୍ଦା କରିଛନ୍ତି। ବିଭିନ୍ନ ସଂଗଠନର କାର୍ଯ୍ୟକର୍ତ୍ତାମାନେ ଏକ ଶୋଭାଯାତ୍ରାରେ ବାଲିଗୁଡ଼ାରେ ପହଞ୍ଚି ଥିଲେ। ପ୍ରତିବାଦ ମହାସଭାକୁ ଦୁଷ୍ଟିରେ ରଖି ଜିଲ୍ଲା ପୋଲିସ ପକ୍ଷରୁ ବାଲିଗୁଡାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

“ସଭାସ୍ଥଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ୪ ଜଣ ଡିଏସ୍‌ପି, ୫୦ ଜଣ ଅଫିସର ଓ ପ୍ରାୟ ୧୯ ପ୍ଲାଟୁନ ଫୋର୍ସ ମୁତୟନ ରହିଥିବା” ବାଲିଗୁଡା ଏସ୍‌ଡିପିଓ ସୁରେନ୍ଦ୍ରନାଥ ମୁର୍ମୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story