ଆନନ୍ଦପୁର: ଶାଳବଣିଆ ଗାଁରେ ଗୋଷ୍ଠୀ ସଂଘର୍ଷ, ୨ ଆହତ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ନନ୍ଦିପଡ଼ା ଥାନା ଅନ୍ତର୍ଗତ ଶାଳବଣିଆ ଗାଁରେ ଗୋଷ୍ଠୀ  ସଂଘର୍ଷ ଘଟି ୨ଜଣ ଆହତ ହୋଇଛନ୍ତି। ଗୁରୁତର ଆହତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।ପଞ୍ଚାୟତ ନିର୍ବାଚନ ପ୍ରଚାର ବେଳେ ଶାସକ ଦଳର ଗୋଷ୍ଠୀ ମୁହାଁମୁହିଁ  ହୋଇଥିଲେ। ପୋଲିସ୍‌ ଘଟଣାର ତଦନ୍ତ କରୁଛି।