ଖଣି ନିଲାମିରେ ଭାଗ ନେବାକୁ ଟେଣ୍ଡର ଡକ୍ୟୁମେଣ୍ଟ୍ କିଣିବାର ଆଜି ଶେଷ ତାରିଖ

ଭୁବନେଶ୍ୱର: ନୂଆ ପ୍ରକ୍ରିୟାରେ ଖଣି ବିଜ୍ଞପ୍ତିରେ ଭାଗ ନେବା ପାଇଁ ଆବଶ୍ୟକ ଟେଣ୍ଡର ଡକ୍ୟୁମେଣ୍ଟ କିଣିବାର ଆଜି ଶେଷ ତାରିଖ। ସଂଶୋଧିତ ଏମଏମଡିଆର ଆକ୍ଟ ଅନୁସାରେ ଗୋଟିଏ ଲୁହାପଥର ଖଣି ହେଉଛି ସୁନ୍ଦରଗଡ଼ ଜିଲ୍ଲାର ଘେରାବୁରାଣୀ ସାଗାସାହି ଖଣି। ଏଠାରେ  ୯୦ ମିଲିୟମ୍ ଟନର ଲୁହାପଥର ରହିଛି। ଅନ୍ୟ ଖଣି ନୂଆପଡ଼ା ଜିଲ୍ଲାର ଗରମୁରା ଲାଇମଷ୍ଟୋନ ଖଣି। ଏଥିରେ  ୨.୭୯ ମିଲିୟନ ଟନର ଖଣିଜ ପଦାର୍ଥ ରହିଛି। ଆସନ୍ତା ୧୦ ତାରିଖ ସୁଦ୍ଧା ଆବେଦନ ବିଡିଂ ରିପୋର୍ଟ […]

kani

kani

Rakesh Mallick
  • Published: Friday, 05 February 2016
  • Updated: 05 February 2016, 03:34 AM IST

Sports

Latest News

ଭୁବନେଶ୍ୱର: ନୂଆ ପ୍ରକ୍ରିୟାରେ ଖଣି ବିଜ୍ଞପ୍ତିରେ ଭାଗ ନେବା ପାଇଁ ଆବଶ୍ୟକ ଟେଣ୍ଡର ଡକ୍ୟୁମେଣ୍ଟ କିଣିବାର ଆଜି ଶେଷ ତାରିଖ। ସଂଶୋଧିତ ଏମଏମଡିଆର ଆକ୍ଟ ଅନୁସାରେ ଗୋଟିଏ ଲୁହାପଥର ଖଣି ହେଉଛି ସୁନ୍ଦରଗଡ଼ ଜିଲ୍ଲାର ଘେରାବୁରାଣୀ ସାଗାସାହି ଖଣି। ଏଠାରେ  ୯୦ ମିଲିୟମ୍ ଟନର ଲୁହାପଥର ରହିଛି। ଅନ୍ୟ ଖଣି ନୂଆପଡ଼ା ଜିଲ୍ଲାର ଗରମୁରା ଲାଇମଷ୍ଟୋନ ଖଣି। ଏଥିରେ  ୨.୭୯ ମିଲିୟନ ଟନର ଖଣିଜ ପଦାର୍ଥ ରହିଛି।

ଆସନ୍ତା ୧୦ ତାରିଖ ସୁଦ୍ଧା ଆବେଦନ ବିଡିଂ ରିପୋର୍ଟ ଖଣି ଓ ଇସ୍ପାତ ବିଭାଗ  ଦାଖଲ କରିବେ। ନିଲାମୀ ପ୍ରକ୍ରିୟାକୁ ଅନୁଧ୍ୟାନ କରିବା ପାଇଁ ଖଣି ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଷୟିକ କମିଟି ରାଜ୍ୟ ସରକାର ଗଠନ କରିଛନ୍ତି। ଆସନ୍ତା ମାର୍ଚ୍ଚ ସୁଦ୍ଧା ନିଲାମୀ ପ୍ରକ୍ରିୟା ଶେଷ ହେବ ବୋଲି ବିଜ୍ଞପ୍ତିରେ ସରକାର ଉଲ୍ଲେଖ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story