କୋରାପୁଟ: ଡୁମୁରୀଗୁଡ଼ା ଜଙ୍ଗଲରେ ଏସ୍‌ଓଜି-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ

କୋରାପୁଟ: କୋରାପୁଟ ଜିଲ୍ଲା ପାଡୁଆ ଥାନା ଅନ୍ତର୍ଗତ ଡୁମୁରୀଗୁଡ଼ା ଜଙ୍ଗଲରେ ଗତକାଲି ଏସ୍‌ଓଜି-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଡୁମୁରୀଗୁଡ଼ା ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ଗୁଇନ୍ଦା ସୂଚନା ପାଇ ଏସ୍‌ଓଜି ପକ୍ଷରୁ ଏଠାରେ କମ୍ୱିଂ ଚାଲିଥିବା ବେଳେ ଏହି ଗୁଳିବିନିମୟ ହୋଇଥିଲା। ଗୁଳିବିନିମୟରେ ଉଭୟ ପକ୍ଷରୁ  କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ। ଏବେ ବି ସଂପୃକ୍ତ ଅଞ୍ଚଳରେ କମ୍ୱିଂ ଜାରି ରହିଛି।

soj

soj

Rakesh Mallick
  • Published: Sunday, 18 September 2016
  • Updated: 18 September 2016, 09:10 AM IST

Sports

Latest News

କୋରାପୁଟ: କୋରାପୁଟ ଜିଲ୍ଲା ପାଡୁଆ ଥାନା ଅନ୍ତର୍ଗତ ଡୁମୁରୀଗୁଡ଼ା ଜଙ୍ଗଲରେ ଗତକାଲି ଏସ୍‌ଓଜି-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଡୁମୁରୀଗୁଡ଼ା ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ଗୁଇନ୍ଦା ସୂଚନା ପାଇ ଏସ୍‌ଓଜି ପକ୍ଷରୁ ଏଠାରେ କମ୍ୱିଂ ଚାଲିଥିବା ବେଳେ ଏହି ଗୁଳିବିନିମୟ ହୋଇଥିଲା। ଗୁଳିବିନିମୟରେ ଉଭୟ ପକ୍ଷରୁ  କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ। ଏବେ ବି ସଂପୃକ୍ତ ଅଞ୍ଚଳରେ କମ୍ୱିଂ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos