ଲକ୍ଷ୍ୟଭ୍ରଷ୍ଟ ହେଲା ‘ଲକ୍ଷ୍ୟ’, ଆକାଶରୁ ଖସିପଡ଼ିଲା ଚାଳକ ବିହୀନ ବିମାନ

ଭୁବନେଶ୍ୱର: ମଝି ଆକାଶରେ ଲକ୍ଷ୍ୟଭ୍ରଷ୍ଟ ହେଲା ‘ଲକ୍ଷ୍ୟ’। ପରୀକ୍ଷା ବେଳେ ଜନବସତି ନିକଟସ୍ଥ ବିଲରେ ଖସି ପଡ଼ିଲା ପାଇଲଟ୍‌ ଲେସ୍‌ ଟାର୍ଗେଟ୍‌ ଏୟାରକ୍ରାଫ୍ଟ ବା ଚାଳକ ବିହୀନ ଟାର୍ଗେଟ ବିମାନ ‘ଲକ୍ଷ୍ୟ’। ବାଲେଶ୍ୱର ବାଲିଆପାଳ ନିକଟ ଚାନ୍ଦମଣି ନିକଟରେ ଏହି ଘଟଣା ଘଟିଛି। ହେଲେ ସୌଭାଗ୍ୟକୁ ଏଥିରେ କାହାରି କୌଣସି କ୍ଷତି ହୋଇନାହିଁ। ଆଜି ଦିନ ୧୨ଟା ୨୦ରୁ ସାଢ଼େ ୧୨ଟା ଭିତରେ ଏହି ଘଟଣା ଘଟିଛି। ଖବର ପାଇ ପ୍ରତିରକ୍ଷା ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ […]

lakya,,

lakya,,

Rakesh Mallick
  • Published: Friday, 21 April 2017
  • Updated: 21 April 2017, 08:59 PM IST

Sports

Latest News

ଭୁବନେଶ୍ୱର: ମଝି ଆକାଶରେ ଲକ୍ଷ୍ୟଭ୍ରଷ୍ଟ ହେଲା ‘ଲକ୍ଷ୍ୟ’। ପରୀକ୍ଷା ବେଳେ ଜନବସତି ନିକଟସ୍ଥ ବିଲରେ ଖସି ପଡ଼ିଲା ପାଇଲଟ୍‌ ଲେସ୍‌ ଟାର୍ଗେଟ୍‌ ଏୟାରକ୍ରାଫ୍ଟ ବା ଚାଳକ ବିହୀନ ଟାର୍ଗେଟ ବିମାନ ‘ଲକ୍ଷ୍ୟ’। ବାଲେଶ୍ୱର ବାଲିଆପାଳ ନିକଟ ଚାନ୍ଦମଣି ନିକଟରେ ଏହି ଘଟଣା ଘଟିଛି। ହେଲେ ସୌଭାଗ୍ୟକୁ ଏଥିରେ କାହାରି କୌଣସି କ୍ଷତି ହୋଇନାହିଁ।

ଆଜି ଦିନ ୧୨ଟା ୨୦ରୁ ସାଢ଼େ ୧୨ଟା ଭିତରେ ଏହି ଘଟଣା ଘଟିଛି। ଖବର ପାଇ ପ୍ରତିରକ୍ଷା ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଲକ୍ଷ୍ୟଭ୍ରଷ୍ଟ ହୋଇଥିବା ଖଣ୍ଡବିଖଣ୍ଡିତ ବିମାନକୁ ନେଇ ଯାଉଥିଲେ। ତେବେ ବିମାନଟି କେଉଁ କାରଣ ପାଇଁ ଖସି ପଡ଼ିଥିଲା ତାହା ଜଣାପଡ଼ିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos