କାଷ୍ଟିଂ କାଉଚ୍‌ ନେଇ ୬ଜଣଙ୍କ ନାଁରେ ଏତଲା ଦେଲେ ଶର୍ମିଷ୍ଠା

ଭୁବନେଶ୍ୱର: ଓଲିଉଡ୍‌ରେ କାଷ୍ଟିଂ କାଉଚ୍‌ ନେଇ ଆଜି ଭୁବନେଶ୍ୱର ମହିଳା ଥାନାରେ ଅଭିନେତ୍ରୀ ଶର୍ମିଷ୍ଠା ଅଭିଯୋଗ କରିଛନ୍ତି। ନିର୍ଦ୍ଦେଶକ ତାପସ ସରଘରିଆ, ଚଣ୍ଡି ପରିଜା, ଧାରାବାହିକ ପ୍ରଯୋଜକ ବିନି ସାମଲ, ନିହାର ସାମଲ, ପ୍ରଯୋଜକ ସୁବ୍ରତ ନାୟକ ଓ ଇଭେଣ୍ଟ ମ୍ୟାନେଜର ବାପି ଜେନା ତାଙ୍କ ସହ ଅଶ୍ଳୀଳ ବ୍ୟବହାର କରିଥିବା ନେଇ ଏତଲା ଦେଇଛନ୍ତି। ବାପି ଜେନା ତାଙ୍କୁ ହୋଟେଲକୁ ଆସିବା ପାଇଁ ବାଧ୍ୟ କରୁଥିବା ଶର୍ମିଷ୍ଠା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ଅଭିନୟ ଦେବା ଆଳରେ […]

sarmistha

sarmistha

Rakesh Mallick
  • Published: Sunday, 26 June 2016
  • Updated: 26 June 2016, 09:09 PM IST

Sports

Latest News

policeଭୁବନେଶ୍ୱର: ଓଲିଉଡ୍‌ରେ କାଷ୍ଟିଂ କାଉଚ୍‌ ନେଇ ଆଜି ଭୁବନେଶ୍ୱର ମହିଳା ଥାନାରେ ଅଭିନେତ୍ରୀ ଶର୍ମିଷ୍ଠା ଅଭିଯୋଗ କରିଛନ୍ତି। ନିର୍ଦ୍ଦେଶକ ତାପସ ସରଘରିଆ, ଚଣ୍ଡି ପରିଜା, ଧାରାବାହିକ ପ୍ରଯୋଜକ ବିନି ସାମଲ, ନିହାର ସାମଲ, ପ୍ରଯୋଜକ ସୁବ୍ରତ ନାୟକ ଓ ଇଭେଣ୍ଟ ମ୍ୟାନେଜର ବାପି ଜେନା ତାଙ୍କ ସହ ଅଶ୍ଳୀଳ ବ୍ୟବହାର କରିଥିବା ନେଇ ଏତଲା ଦେଇଛନ୍ତି। ବାପି ଜେନା ତାଙ୍କୁ ହୋଟେଲକୁ ଆସିବା ପାଇଁ ବାଧ୍ୟ କରୁଥିବା ଶର୍ମିଷ୍ଠା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ଅଭିନୟ ଦେବା ଆଳରେ କମ୍ପ୍ରମାଇଜ୍ କରିବାକୁ ବାଧ୍ୟ କରୁଥିବା ସେ ଅଭିଯୋଗ କରିଛନ୍ତି। ଚଣ୍ଡି ପରିଜା ଓ ବିନି ସାମଲ ତାଙ୍କୁ ସିରିଏଲ୍‌ରୁ ବାହାର କରିଦେବା ପାଇଁ ଧମକ  ଦେଇ ଦେବା ସହ  ହତ୍ୟା ଧମକ ଓ କ୍ୟାରିୟର୍ ନଷ୍ଟ କରିବା ନେଇ ମଧ୍ୟ ଏତଲାରେ ଅଭିଯୋଗ ରହିଛି।

ଶର୍ମିଷ୍ଠା କହିଛନ୍ତି,“ ମୋ’ ସହିତ ଯେଉଁ ଘଟଣା ଘଟିଛି ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ସେମାନଙ୍କୁ ଦଣ୍ଡ ଦିଆଯାଉ।”

ପ୍ରଯୋଜକ ବିନି ସାମଲ କହିଛନ୍ତି,“ଶର୍ମିଠା ପଇସା ନେଇ ଫାଙ୍କିବାକୁ ଏପରି ଏକ ମିଥ୍ୟା ମାମଲାର ଆଶ୍ରୟ ନେଇଛି। ତାହାଛଟା କୌଣସି ଜିନିଷ ନାହିଁ। ଆପଣମାନଙ୍କ ଜରିଆରେ ମୁଁ ତାଙ୍କୁ ନୋଟିସ୍‌ ଦେଉଛି କି ସେ ନେଇଥିବା ଅର୍ଥ  ତୁରନ୍ତ ଫେରାନ୍ତୁ।”

 ନିର୍ଦ୍ଦେଶକ ଚଣ୍ଡୀ ପରିଜା କହିଛନ୍ତି,“ମୋ ବାବଦରେ ସେ ଯେଉଁ ଅଭିଯୋଗ ଆଣୁଛନ୍ତି କିମ୍ବା ତାକୁ ଆଧାର କରି ଗଣମାଧ୍ୟମରେ ପସାରିତ ହେଉଛି ଏହା ସମ୍ପୂର୍ଣ୍ଣ ମିଥ୍ୟା। ମୁଁ କାଷ୍ଟିଂ କରିବାକୁ କେହି ନୁହେଁ। ମୁଁ ଯେତେବେଳେ ତାଙ୍କ ଖରାପ ବ୍ୟବହାର କଲି ସେତେବେଳେ କୌଣସି ପୋଲିସ ଷ୍ଟେଶନ ନ ଥିଲା ନା ମହିଳା ଥାନା ନ ଥିଲା ସେତେବେଳେ କାହିଁକି ଅଭିଯୋଗ କରା ଗଲା ନାହିଁ। ଏବେ ଆସି ମୋ ନାଁ କହିବା ଭିତ୍ତିହୀନ।”

ତେବେ ବାପି ଜେନା, ସୁବ୍ରତ ନାୟକ ଓ ତାପସ ସରଘରିଆ ପୂର୍ବରୁ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଗତକାଲି ଶର୍ମିଷ୍ଠା ଦୁଇ ନିର୍ଦ୍ଦେଶକ ଓ ଜଣେ ଇଭେଣ୍ଟ ମ୍ୟାନେଜରଙ୍କ ନାଁରେ କାଷ୍ଟି କାଉଚ୍‌ ନେଇ ଅଭିଯୋଗ ଆଣିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story