କଟକ: ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଦେବାରୁ ବଞ୍ଚିତ ହେଲେ ୨୦ ଛାତ୍ରଛାତ୍ରୀ

କଟକ: ବାରିପଦା ସ୍ଥିତ ସେଣ୍ଟ୍ ଫ୍ରାନସିସ୍ ଜାଭିୟର ହାଇସ୍କୁଲର ୨୦ ଛାତ୍ରଛାତ୍ରୀ  ଆଜି ସବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ସ୍କୁଲର ପ୍ରିନ୍ସିପାଲ କଟକ ସଡିଏ ସ୍ଥିତ ସେଣ୍ଟ୍ରାଲ୍ ସ୍କୁଲରେ ସେଣ୍ଟର ପଡ଼ିଛି ବୋଲି  କହି  ଛାତ୍ରଛାତ୍ରୀମାନଙ୍କୁ ନେଇ କଟକ ଆସିଥିଲେ। ସେଠାରେ ଛାତ୍ରଛାତ୍ରୀଙ୍କ ନାଁ ପଞ୍ଜୀକରଣ ହୋଇ ନ ଥିବାରୁ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇପାରି ନ ଥିଲେ। ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଅଭିଭାବକମାନେ ପ୍ରିନ୍ସିପାଲଙ୍କୁ ନେଇ ଚାଉଳିଆଗଞ୍ଜ ଥାନାରେ ପହଞ୍ଚିଥିଲେ। ଘଟଣା […]

matric-exam

matric-exam

Rakesh Mallick
  • Published: Wednesday, 02 March 2016
  • Updated: 02 March 2016, 12:17 PM IST

Sports

Latest News

କଟକ: ବାରିପଦା ସ୍ଥିତ ସେଣ୍ଟ୍ ଫ୍ରାନସିସ୍ ଜାଭିୟର ହାଇସ୍କୁଲର ୨୦ ଛାତ୍ରଛାତ୍ରୀ  ଆଜି ସବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ସ୍କୁଲର ପ୍ରିନ୍ସିପାଲ କଟକ ସଡିଏ ସ୍ଥିତ ସେଣ୍ଟ୍ରାଲ୍ ସ୍କୁଲରେ ସେଣ୍ଟର ପଡ଼ିଛି ବୋଲି  କହି  ଛାତ୍ରଛାତ୍ରୀମାନଙ୍କୁ ନେଇ କଟକ ଆସିଥିଲେ। ସେଠାରେ ଛାତ୍ରଛାତ୍ରୀଙ୍କ ନାଁ ପଞ୍ଜୀକରଣ ହୋଇ ନ ଥିବାରୁ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇପାରି ନ ଥିଲେ। ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଅଭିଭାବକମାନେ ପ୍ରିନ୍ସିପାଲଙ୍କୁ ନେଇ ଚାଉଳିଆଗଞ୍ଜ ଥାନାରେ ପହଞ୍ଚିଥିଲେ। ଘଟଣା ବାରିପଦାର ହୋଇଥିବାରୁ ସେଠାରେ ଯାଇ ଅଭିଯୋଗ କରିବା ପାଇଁ ପୋଲିସ୍ କହିଥିଲା। ପଞ୍ଜୀକରଣ ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କ ଠକାମୀ ଯୋଗୁଁ ଏପରି ହୋଇଥିବା ପ୍ରିନ୍‌ସିପାଲ୍‌ କହିଛନ୍ତି।

ଅଭିଭାବକ ବିନୋଦିନୀ ପ୍ରଧାନ କହିଛନ୍ତି,“ସେଣ୍ଟ୍ ଫ୍ରାନସିସ୍ ଜାଭିୟର ହାଇସ୍କୁଲରେ ଆମ ପିଲା ପଢ଼ୁଥିଲେ। ପରୀକ୍ଷା ପାଇଁ ପିଲାମାନଙ୍କ ଆଡମିଟ୍‌କାର୍ଡ ସାରଙ୍କୁ ମାଗିଥିଲୁ। କଟକରେ ଆଡମିଟ୍‌କାର୍ଡ ଦେବେ ବୋଲି ସାର୍ ଆମକୁ କହିଥିଲେ। ପରୀକ୍ଷା ଦେବା ପାଇଁ କଟକରେ ପହଞ୍ଚିବା ପରେ ମୁଁ ଫ୍ରଡ୍ କେସ୍‌ରେ ଫଶିଯାଇଛି ବୋଲି ସେ କହିଥିଲେ। ଭୁବନେଶ୍ୱର ଡାଇରେକ୍ଟର ରିଜୋନାଲ୍ ଅଫିସକୁ ଗଲେ ସେଠାରେ ଆମକୁ ନ୍ୟାୟ ମିଳିବ ବୋଲି କହିଥିଲେ।  ଆମେ ତାଙ୍କ କଥା ନ ଶୁଣି ଚାଉଳିଆଗଞ୍ଜ ଥାନାରେ ଯାଇ ଅଭିଯୋଗ କରିଥିଲୁ।”

ଫ୍ରାନସିସ୍ ଜାଭିୟର ହାଇସ୍କୁଲର ପ୍ରିନ୍‌ସିପାଲ୍ ସଞ୍ଜୟ ସେନ୍ କହିଛନ୍ତି,“ପିଲାମାନଙ୍କ ପଞ୍ଜୀକରଣ ପାଇଁ ପରେଶ ଚନ୍ଦ୍ର ମହାପାତ୍ରଙ୍କୁ ପଇସା ଦେଇଥିଲୁ। ସେ ପିଲାମାନଙ୍କ ନାଁ ପଞ୍ଜୀକରଣ କରିନାହାନ୍ତି। ନବମ ଶ୍ରେଣୀରେ ପିଲାମାନଙ୍କ ପଞ୍ଜୀକରଣ ହୋଇ ନ ଥିବାରୁ  ଏଥର ରେଜିଷ୍ଟ୍ରେସନ ଅଟକି ବୋଲି ସେ କହିଥିଲେ। ପିଲାମାନଙ୍କୁ ପରୀକ୍ଷା ଦେବା ପାଇଁ ଅନୁମତି ଦେବାକୁ ମୁଁ ବୋର୍ଡକୁ ଚିଠି ଦେଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story