ମୌସୁମୀ ବର୍ଷାରେ ବେହାଲ କଟକ ଓ ଭୁବନେଶ୍ୱରର ତଳିଆଞ୍ଚଳ

ଭୁବନେଶ୍ୱର/କଟକ: ରାଜସ୍ଥାନରୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଥିବା ଏକ ଟ୍ରାପ୍‌ ଲାଇନ୍‌ ପ୍ରଭାବରେ ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା। ଗତକାଲି ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଯାହା ଏବେ ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ରହିଛି। ଏହାର ପ୍ରଭାବରେ ସାରା ଓଡ଼ିଶାରେ ଘଡଘଡି ସହ ବର୍ଷା ହୋଇଛି। ଏଭଳି ପାଗ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଅନ୍ୟପକ୍ଷରେ […]

rain-in-cuttack

rain-in-cuttack

Rakesh Mallick
  • Published: Sunday, 26 June 2016
  • Updated: 26 June 2016, 09:41 PM IST

Sports

Latest News

ଭୁବନେଶ୍ୱର/କଟକ: ରାଜସ୍ଥାନରୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଥିବା ଏକ ଟ୍ରାପ୍‌ ଲାଇନ୍‌ ପ୍ରଭାବରେ ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା। ଗତକାଲି ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଯାହା ଏବେ ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ରହିଛି। ଏହାର ପ୍ରଭାବରେ ସାରା ଓଡ଼ିଶାରେ ଘଡଘଡି ସହ ବର୍ଷା ହୋଇଛି। ଏଭଳି ପାଗ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ଅନ୍ୟପକ୍ଷରେ ପ୍ରବଳ ବର୍ଷା ଫଳରେ ମୌସୁମୀର ପ୍ରଥମ ବର୍ଷାରେ ଭିଜିଛି ରାଜ୍ୟର ବହୁ ଅଞ୍ଚଳ। ଏଥିରୁ ରାଜଧାନୀର ତଳିଆ ଅଞ୍ଚଳ ଓ କଟକ ସହର ବେହାଲ ହୋଇପଡିଛି।

ଏହି ଲଗାଣ ବର୍ଷା ଯୋଗୁଁ କଟକ ସହରର ଏକ ପ୍ରକାର ଜଳାର୍ଣ୍ଣବ ହୋଇଯାଇଛି। ସହରର ବାଦାବାଡି, କେଶରପୁର, ମେରିଆବଜାର, ରାଜା ବଗିଚା, ଶେଖ୍‌ ବଜାର ଓ ଚଣ୍ଡୀଛକ ଭଳି ଅଞ୍ଚଳରେ ନାହିଁ ନ ଥିବା ପରିସ୍ଥିତି ଦେଖିବାକୁ ମିଳିଛି।

ପ୍ରତିଟି ସାହିବସ୍ତି ଓ ରାସ୍ତାଘାଟ ସବୁଠି ବର୍ଷା ପାଣି ଲହଡି ମାରୁଛି। ବର୍ଷାର ପରିମାଣ ଏତେ ଅଧିକା ରହିଥିବା ବେଳେ ସହରରରେ ଜାଇକା ସ୍ୱରେଜ ଓ ଡ୍ରେନେଜ୍‌ କାମ ଯୋଗୁଁ ଜଳ ନିଷ୍କାସନ ବ୍ୟବସ୍ଥା ମଧ୍ୟ ଅକାମୀ ହୋଇ ପଡିଛି। ସେପଟେ ସହରର ୧୪୦ ସ୍ଥାନରେ ଉଚ୍ଚଶକ୍ତି ସମ୍ପର୍ଣ୍ଣ ପମ୍ପ ଲଗାଯାଇ ଜଳ ନିଷ୍କାସନ କରାଯାଉଛି ଏବଂ ପରିସ୍ଥିତି ଉପରେ ନଜର ରଖାଯାଇଥିବା କହିଛନ୍ତି ସିଏମସି ଡେପୁଟି ମେୟର ଅଜୟ ବାରିକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story