କଟକର ୧୦୪ କଲ୍ୟାଣ ମଣ୍ଡପକୁ ବନ୍ଦ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: କଟକ ସହରରେ ଥିବା ୧୦୪ ଟି କଲ୍ୟାଣ ମଣ୍ଡପକୁ ବନ୍ଦ କରିବାକୁ ସିଏମସି ଏବଂ କଟକ ଡିସିପିଙ୍କୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। କଟକ ସହର ସମସ୍ୟା ସମ୍ପର୍କିତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦେଶ ଦେଇଛନ୍ତି। କଟକ ସହରରେ ଛତୁ ଫୁଟିଲା ଭଳି କଲ୍ୟାଣ ମଣ୍ଡପଗୁଡ଼ିକ ଗଢ଼ି ଉଠିଛି। କିନ୍ତୁ ସରକାରଙ୍କ ନିକଟରେ ଏନେଇ କୌଣସି ତଥ୍ୟ ନାହିଁ। କେବଳ ସେତିକି ନୁହେଁ, ମଣ୍ଡପଗୁଡିକ ପରିବେଶ ପ୍ରଦୂଷିତ କରିବା ସହ ବିଭିନ୍ନ […]

Orissa-High-Court

Orissa-High-Court

Rakesh Mallick
  • Published: Wednesday, 16 March 2016
  • Updated: 16 March 2016, 04:13 PM IST

କଟକ: କଟକ ସହରରେ ଥିବା ୧୦୪ ଟି କଲ୍ୟାଣ ମଣ୍ଡପକୁ ବନ୍ଦ କରିବାକୁ ସିଏମସି ଏବଂ କଟକ ଡିସିପିଙ୍କୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। କଟକ ସହର ସମସ୍ୟା ସମ୍ପର୍କିତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦେଶ ଦେଇଛନ୍ତି।

କଟକ ସହରରେ ଛତୁ ଫୁଟିଲା ଭଳି କଲ୍ୟାଣ ମଣ୍ଡପଗୁଡ଼ିକ ଗଢ଼ି ଉଠିଛି। କିନ୍ତୁ ସରକାରଙ୍କ ନିକଟରେ ଏନେଇ କୌଣସି ତଥ୍ୟ ନାହିଁ। କେବଳ ସେତିକି ନୁହେଁ, ମଣ୍ଡପଗୁଡିକ ପରିବେଶ ପ୍ରଦୂଷିତ କରିବା ସହ ବିଭିନ୍ନ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବା ନେଇ ଇ-ଭେଙ୍କଟରାଓ ଏବଂ ଅନ୍ୟ ୬ଜଣଙ୍କ ପକ୍ଷରୁ ଏକ ଲେଟର ପିଟିସନ ଦାଖଲ କରାଯାଇଥିଲା। ଏହାକୁ ଏକ ଜନସ୍ୱାର୍ଥ ମାମଲା ଭାବେ ଗ୍ରହଣ କରି ମଣ୍ଡପଗୁଡିକର ଅନୁଧ୍ୟାନ କରିବାକୁ ହାଇକୋର୍ଟ ଏକ କମିଟି ଗଠନ କରିଥିଲେ। କଟକ ସହରରେ ମୋଟ ୧୮୦ଟି ମଣ୍ଡପ ରହିଛି ବୋଲି କମିଟି ହାଇକୋର୍ଟଙ୍କୁ ଅବଗତ କରାଇଥିଲେ।  ସମସ୍ତ ମଣ୍ଡପ ଗୁଡିକର ଯାଞ୍ଚ କରି ପରିଚାଳନା ପାଇଁ ସିଏମସି ନିକଟରୁ ଲାଇସେନ୍ସ ନେବାକୁ କମିଟି ସମସ୍ତଙ୍କୁ ଅବଗତ କରାଇଥିଲେ । ଏଥିମଧ୍ୟରୁ ୭୬ ଟି ମଣ୍ଡପ ସିଏମସି ନିକଟରେ ଆବେଦନ କରିଥିବାବେଳେ ଅନ୍ୟ ୧୦୪ଟି ମଣ୍ଡପ ଏହାକୁ ଅଣଦେଖା କରିଥିବାର ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story