କଟକ ସାଇ ହଷ୍ଟେଲର କୋଚଙ୍କ ବିରୋଧରେ ମହିଳା ଆଥଲେଟଙ୍କ ନିର୍ଯାତନା ଅଭିଯୋଗ

କଟକ: କଟକ ସାଇ ହେଷ୍ଟଲର କୋଚଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ହୋଇଛି। ହଷ୍ଟେଲରେ ରହୁଥିବା ଜଣେ ମହିଳା ଆଥଲେଟ୍ କୋଚ୍ ସୁଶାନ୍ତ ରୟଙ୍କ ବିରୋଧରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି। ନିଜ ବାପା-ମାଙ୍କ ସହ କଟକ ମହିଳା ଥାନାକୁ ଆସି ସେ ଅଭିଯୋଗ କରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ ଗତ କିଛି ଦିନ ହେବ ସଂପୃକ୍ତ କୋଚ୍ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ସହ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଆସୁଛନ୍ତି। ଏହାପରେ ପୋଲିସ୍ […]

sai hostal

sai hostal

Rakesh Mallick
  • Published: Wednesday, 07 October 2015
  • Updated: 07 October 2015, 01:33 PM IST

Sports

Latest News

କଟକ: କଟକ ସାଇ ହେଷ୍ଟଲର କୋଚଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ହୋଇଛି। ହଷ୍ଟେଲରେ ରହୁଥିବା ଜଣେ ମହିଳା ଆଥଲେଟ୍ କୋଚ୍ ସୁଶାନ୍ତ ରୟଙ୍କ ବିରୋଧରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି। ନିଜ ବାପା-ମାଙ୍କ ସହ କଟକ ମହିଳା ଥାନାକୁ ଆସି ସେ ଅଭିଯୋଗ କରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ ଗତ କିଛି ଦିନ ହେବ ସଂପୃକ୍ତ କୋଚ୍ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ସହ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଆସୁଛନ୍ତି। ଏହାପରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିବା ସହ ସୁଶାନ୍ତଙ୍କୁ ଥାନାକୁ ଡାକି ପଚରାଉଚରା କରିଛି। ନିର୍ଯାତନା ଅଭିଯୋଗକୁ ଖଣ୍ଡନ କରିଛନ୍ତି କୋଚ୍ ସୁଶାନ୍ତ ରୟ। ଉକ୍ତ ମହିଳା ଆଥଲେଟଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ସେ କେବଳ ତାଙ୍କୁ ଦୁଇ ଥାପଡ଼ ମାରିଥିବା କହିଛନ୍ତି। ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିବା ସହ ହେଷ୍ଟଲ୍ ଯାଇ ପଚରାଉଚରା କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story