କଳାହାଣ୍ଡି: ଦୁଇ ଜଣଙ୍କୁ ହତ୍ୟା କଲେ ମାଓବାଦୀ

ଭବାନୀପାଟଣା: ମାଲକାନଗିରି ଜିଲ୍ଲାରେ ଏନ୍‌କାଉଣ୍ଟରେ ୨୮ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ମାଓବାଦୀ ଆଜି ଆତଙ୍କ ମଚାଇଛନ୍ତି। ପୋଲିସ ଇନଫର୍ମର ସନ୍ଦେହରେ କଳାହାଣ୍ଡିରେ ମାଓବାଦୀମାନେ ୨ ଜଣଙ୍କୁ ହତ୍ୟା କରିଛନ୍ତି। ମୃତକ ଦୁଇଜଣ ହେଲେ ଚେମୁ ହରିଜନ ଏବଂ ଲାଲୁ ହରିଜନ। କଟଲାଙ୍ଗ ସଂରକ୍ଷିତ ଜଙ୍ଗଲରେ ଗତ ୧୫ ତାରିଖରେ ପୋଲିସ୍ ଗୁଳିରେ ମହିଳା କ୍ୟାଡର ମାଓବାଦୀ ସଂଗୀତାର ମୃତ୍ୟୁ ହୋଇଥିବା ବେଳେ ତା’ର ପ୍ରତିବାଦରେ ମାଓବାଦୀମାନେ ଚେମୁ ହରିଜନଙ୍କ ସମେତ କଟଲାଙ୍ଗ […]

gramarakhee

gramarakhee

Rakesh Mallick
  • Published: Wednesday, 26 October 2016
  • Updated: 26 October 2016, 08:06 PM IST

Sports

Latest News

ଭବାନୀପାଟଣା: ମାଲକାନଗିରି ଜିଲ୍ଲାରେ ଏନ୍‌କାଉଣ୍ଟରେ ୨୮ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ମାଓବାଦୀ ଆଜି ଆତଙ୍କ ମଚାଇଛନ୍ତି। ପୋଲିସ ଇନଫର୍ମର ସନ୍ଦେହରେ କଳାହାଣ୍ଡିରେ ମାଓବାଦୀମାନେ ୨ ଜଣଙ୍କୁ ହତ୍ୟା କରିଛନ୍ତି। ମୃତକ ଦୁଇଜଣ ହେଲେ ଚେମୁ ହରିଜନ ଏବଂ ଲାଲୁ ହରିଜନ।

କଟଲାଙ୍ଗ ସଂରକ୍ଷିତ ଜଙ୍ଗଲରେ ଗତ ୧୫ ତାରିଖରେ ପୋଲିସ୍ ଗୁଳିରେ ମହିଳା କ୍ୟାଡର ମାଓବାଦୀ ସଂଗୀତାର ମୃତ୍ୟୁ ହୋଇଥିବା ବେଳେ ତା’ର ପ୍ରତିବାଦରେ ମାଓବାଦୀମାନେ ଚେମୁ ହରିଜନଙ୍କ ସମେତ କଟଲାଙ୍ଗ ଗାଁର ୫ ଜଣଙ୍କୁ ଅପହରଣ କରି ନେଇଥିଲେ। ସେମାନେ ଅନ୍ୟମାନଙ୍କୁ ଛାଡ଼ି ଦେଇଥିବା ବେଳେ ପୋଲିସ୍‌ ଇନଫର୍ମର ସନ୍ଦେହରେ ଚେମୁଙ୍କୁ ହତ୍ୟା କରିଥିବା ତାଙ୍କ ପତ୍ନୀ ମଙ୍ଗରବାରୀ କହିଛନ୍ତି। ଆଜି ତାଙ୍କ ମୃତଦେହ ଗାଁ ନିକଟରୁ ମିଳିଥିଲା।ଏହାସହ ମାଓବାଦୀମାନେ ତାଙ୍କ ବାଇକ୍‌କୁ ମଧ୍ୟ ପୋଡି ଦେଇଛନ୍ତି।

ମାଓବାଦୀମାନେ ଚେମୁଙ୍କ ଆଧାର କାର୍ଡ, ରାସନ କାର୍ଡ, ଭୋଟର କାର୍ଡ ଓ ବ୍ୟାଙ୍କ୍ ପାସ୍‌ବୁକ୍ ନେଇ ଯାଇଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି।

ସେହିପରି ସଦର ବ୍ଲକ ସଲପାଙ୍ଗ ଗାଁର ଲାଲୁଙ୍କୁ ମାଓବାଦୀମାନେ ଗଳାକାଟି ହତ୍ୟା କରିଛନ୍ତି। ପୋଲିସ ଇନଫର୍ମର ସନ୍ଦେହରେ ତାଙ୍କୁ ହତ୍ୟା କରାଯାଇଛି।

ଏହି ଘଟଣା ପରେ ଉଭୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story