ପୁରୀ: କାର୍ତ୍ତିକ ମାସରେ ଶ୍ରୀଜିଉଙ୍କ ନୀତିକାନ୍ତି ନେଇ ବୈଠକ

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ କାର୍ତ୍ତିକ ମାସରେ ହଜାର ହଜାର ଶ୍ରଦ୍ଧାଳୁ ଓ ହବିଷ୍ୟାଳିଙ୍କ ସମାଗମ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ମହାପ୍ରଭୁଙ୍କ ନୀତିକାନ୍ତି ଶୃଙ୍ଖଳିତ କରିବା ସହ ମହାପ୍ରସାଦ ସଠିକ ସମୟରେ ମିଳିବା ନେଇ ଏକ ବୈଠକ ହୋଇଯାଇଛି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଛତିଶା ନିଯୋଗର ସଦସ୍ୟ ଯୋଗ ଦେଇଥିଲେ । ଅକ୍ଟୋବର ୨୪ ତାରିଖଠାରୁ ନଭେମ୍ୱର ୨୫ତାରିଖ ପର୍ଯ୍ୟନ୍ତ ନୀତିକାନ୍ତିକୁ ନେଇ ବୈଠକରେ ଆଲୋଚନା କରାଯାଇଥିଲା। […]

jagannathTemple

jagannathTemple

Rakesh Mallick
  • Published: Tuesday, 20 October 2015
  • Updated: 20 October 2015, 10:49 AM IST

Sports

Latest News

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ କାର୍ତ୍ତିକ ମାସରେ ହଜାର ହଜାର ଶ୍ରଦ୍ଧାଳୁ ଓ ହବିଷ୍ୟାଳିଙ୍କ ସମାଗମ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ମହାପ୍ରଭୁଙ୍କ ନୀତିକାନ୍ତି ଶୃଙ୍ଖଳିତ କରିବା ସହ ମହାପ୍ରସାଦ ସଠିକ ସମୟରେ ମିଳିବା ନେଇ ଏକ ବୈଠକ ହୋଇଯାଇଛି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଛତିଶା ନିଯୋଗର ସଦସ୍ୟ ଯୋଗ ଦେଇଥିଲେ । ଅକ୍ଟୋବର ୨୪ ତାରିଖଠାରୁ ନଭେମ୍ୱର ୨୫ତାରିଖ ପର୍ଯ୍ୟନ୍ତ ନୀତିକାନ୍ତିକୁ ନେଇ ବୈଠକରେ ଆଲୋଚନା କରାଯାଇଥିଲା।

ପ୍ରାତଃ ୪ଟାରେ ଦ୍ୱାରଫିଟା, ୫ଟାରେ ମଙ୍ଗଳ ଆରତୀ, ମଇଲମ ଓ ତଡପ ଲାଗି ପରେ ଅବକାଶ ନୀତି ହେବ। ପରେ ରାଧା ଦାମୋଦର ବେଶ ଅନୁଷ୍ଠିତ ହେବ। ଗୋପାଳ ବଲ୍ଲଭ, ସକାଳ ଧୂପ ପରେ ଭୋଗ ମଣ୍ଡପରେ ମହାପ୍ରସାଦ ବାହାରିବ। ଭକ୍ତଙ୍କ ଭିଡକୁ ଲକ୍ଷ୍ୟ କରି ଦ୍ୱିତୀୟ ଭୋଗ ମଣ୍ଡପ କରାଯିବ। ସବୁ ଭକ୍ତ ଯେଭଳି ମହାପ୍ରସାଦ ପାଇପାରିବେ ବୋଲି ସୁଆର ମହାସୁଆର ନିଯୋଗ ତରଫରୁ ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ ନୀତିକାନ୍ତିରେ ଅସୁବିଧା ହେଲେ ଏହାର ତୁରନ୍ତ ସମାଧାନ କରାଯିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଛତିଶା ନିଯୋଗର ମୁଖପାତ୍ର କହିଛନ୍ତି। ଚଳିତବର୍ଷ ପୂର୍ଣ୍ଣିମାତିଥି କ୍ଷୟ ଥିବାରୁ ଚର୍ତ୍ତୁଦଶୀ ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହେବ ନାହିଁ। ନଭେମ୍ୱର ୨୨ତାରିଖରେ ଲକ୍ଷ୍ମୀନାରାୟଣ ବେଶ, ନଭେମ୍ୱର ୨୩ ତାରିଖରେ ବାଙ୍କଚୂଡା ବେଶ, ୨୪ତାରିଖରେ ତ୍ରିବିକ୍ରମ ବେଶ, ୨୫ ତାରିଖରେ ରାଜାଧିରାଜ, ବେଶ ସୁନାବେଶ ଅନୁଷ୍ଠିତ ହେବ ବୋଲି ଛତିଶା ନିଯୋଗର ନାୟକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story