କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ ଆକ୍ରମଣ ଘଟଣା: ଦେବେଶ ଆଚାର୍ଯ୍ୟଙ୍କୁ ହାଇକୋର୍ଟରେ ଆଗୁଆ ଜାମିନ

କଟକ: ବରଗଡ଼ରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଉପରକୁ ଢେଲାମାଡ଼ ଘଟଣାରେ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କୁ ହାଇକୋର୍ଟରୁ ଆଗୁଆ ଜାମିନ ମିଳିଛି। ତାଙ୍କ ବିରୋଧରେ ଲଗାଯାଇଥିବା ଦଫାଗୁଡିକ ମଧ୍ୟରୁ ହତ୍ୟା ଉଦ୍ୟମ ଓ ଧମକ ଚମକ ଦେବା ବ୍ୟତୀତ ଅନ୍ୟ ସମସ୍ତ ଦଫା ଜାମିନ ଯୋଗ୍ୟ ଥିବାରୁ କୋର୍ଟ ଏହି ରାୟ ଶୁଣାଇ ଥିବା ତାଙ୍କ ଓକିଲ ସିଦ୍ଧାର୍ଥ ଦାସ କହିଛନ୍ତି। ପୋଲିସ ରେକର୍ଡ ଅନୁସାରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଉପରକୁ ଟେକା, ପଥର ଫିଙ୍ଗା ଯାଇଥିଲା। ଏଥିରେ କେହି ଆହାତ […]

OrissaHighCourt

OrissaHighCourt

Rakesh Mallick
  • Published: Tuesday, 06 September 2016
  • Updated: 14 October 2016, 12:01 PM IST

Sports

Latest News

କଟକ: ବରଗଡ଼ରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଉପରକୁ ଢେଲାମାଡ଼ ଘଟଣାରେ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କୁ ହାଇକୋର୍ଟରୁ ଆଗୁଆ ଜାମିନ ମିଳିଛି। ତାଙ୍କ ବିରୋଧରେ ଲଗାଯାଇଥିବା ଦଫାଗୁଡିକ ମଧ୍ୟରୁ ହତ୍ୟା ଉଦ୍ୟମ ଓ ଧମକ ଚମକ ଦେବା ବ୍ୟତୀତ ଅନ୍ୟ ସମସ୍ତ ଦଫା ଜାମିନ ଯୋଗ୍ୟ ଥିବାରୁ କୋର୍ଟ ଏହି ରାୟ ଶୁଣାଇ ଥିବା ତାଙ୍କ ଓକିଲ ସିଦ୍ଧାର୍ଥ ଦାସ କହିଛନ୍ତି।

ପୋଲିସ ରେକର୍ଡ ଅନୁସାରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଉପରକୁ ଟେକା, ପଥର ଫିଙ୍ଗା ଯାଇଥିଲା। ଏଥିରେ କେହି ଆହାତ ହୋଇ ନ ଥିଲେ। ତେଣୁ ଏଭଳି ଘଟଣାକୁ ହତ୍ୟା ଉଦ୍ୟମ ବୋଲି ବିବେଚନା କରାଯାଇ ପାରିବ ନାହିଁ ବୋଲି ଆବେଦନକାରୀଙ୍କ ଯୁକ୍ତିକୁ ଗ୍ରହଣ କରି କୋର୍ଟ ଆଚାର୍ଯ୍ୟଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story