କେନ୍ଦ୍ରର ମରୁଡ଼ି ସହାୟତା ପ୍ରଦାନରେ ବିଳମ୍ବକୁ ନେଇ ରାସ୍ତାକୁ ଓହ୍ଲାଇଲା ବିଜେଡି

ଭୁବନେଶ୍ୱର: ମରୁଡି ସହାୟତାକୁ ନେଇ ବିଜେଡି ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। ରାଜ୍ୟକୁ ମରୁଡି ଅନୁଦାନ ପ୍ରଦାନରେ ବିଳମ୍ବ ଓ ଅନୁଦାନ ହ୍ରାସ ପ୍ରତିବାଦରେ ଦଳୀୟ ନେତା ଓ କର୍ମୀମାନେ ଆଜି ରାଜଧାନୀ ଭୁବନେଶ୍ୱରରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହାସହ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ମରୁଡ଼ି ମୁକାବିଲା ପାଇଁ ରାଜ୍ୟ ସରକାର ୨୩୪୪ କୋଟି ୯୯ ଲକ୍ଷ ଟଙ୍କା ଦାବି କରିଥିଲା। କିନ୍ତୁ […]

bjd

bjd

Rakesh Mallick
  • Published: Monday, 16 May 2016
  • Updated: 16 May 2016, 03:16 PM IST

Sports

Latest News

ଭୁବନେଶ୍ୱର: ମରୁଡି ସହାୟତାକୁ ନେଇ ବିଜେଡି ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। ରାଜ୍ୟକୁ ମରୁଡି ଅନୁଦାନ ପ୍ରଦାନରେ ବିଳମ୍ବ ଓ ଅନୁଦାନ ହ୍ରାସ ପ୍ରତିବାଦରେ ଦଳୀୟ ନେତା ଓ କର୍ମୀମାନେ ଆଜି ରାଜଧାନୀ ଭୁବନେଶ୍ୱରରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହାସହ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ମରୁଡ଼ି ମୁକାବିଲା ପାଇଁ ରାଜ୍ୟ ସରକାର ୨୩୪୪ କୋଟି ୯୯ ଲକ୍ଷ ଟଙ୍କା ଦାବି କରିଥିଲା। କିନ୍ତୁ କେନ୍ଦ୍ର ସରକାର ୩ଟି କିସ୍ତିରେ ମାତ୍ର ୬୦୦ କୋଟି ୫୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos