କେନ୍ଦ୍ର ସରକାରଙ୍କୁ ବିଜେଡିର ସମର୍ଥନ ବା ବିରୋଧ ନୀତି ଓ ବିଚାରଧାରା ଉପରେ ପର୍ଯ୍ୟବସିତ: ସାଂସଦ ବୈଜୟନ୍ତ ପଣ୍ଡା

ନୂଆଦିଲ୍ଲୀ: ଦୈନିକ ଇଂରାଜୀ ସମ୍ୱାଦପତ୍ର ହିନ୍ଦୁସ୍ତାନ୍ ଟାଇମ୍ସର ‘ଲିଡରସିପ୍ ସମିଟ୍-୨୦୧୫’ରେ ‘ଦି ଚ୍ୟାଲେଞ୍ଜେସ୍ ବିଫୋର ଅସ୍’ ଶୀର୍ଷକ ଆଲୋଚନାରେ ଭାଗ ନେଇ ଶୁକ୍ରବାର ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି ଯେ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ବିଜେଡିର ସମର୍ଥନ ବା ବିରୋଧ ନୀତି ଓ ବିଚାରଧାରା ଉପରେ ପର୍ଯ୍ୟବସିତ। ‘ଦି ଚ୍ୟାଲେଞ୍ଜେସ ବିଫେ।ର ଅସ୍’ ଶୀର୍ଷକ ଆଲୋଚନାରେ ସାଂସଦ ପଣ୍ଡାଙ୍କ ସମେତ କଂଗ୍ରେସ ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଏନସିପି ସାଂସଦ ସୁପ୍ରିୟା ସୁଲେ ଭାଗ ନେଇ […]

baijayanta panda

baijayanta panda

Rakesh Mallick
  • Published: Friday, 04 December 2015
  • Updated: 05 December 2015, 03:18 AM IST

ନୂଆଦିଲ୍ଲୀ: ଦୈନିକ ଇଂରାଜୀ ସମ୍ୱାଦପତ୍ର ହିନ୍ଦୁସ୍ତାନ୍ ଟାଇମ୍ସର ‘ଲିଡରସିପ୍ ସମିଟ୍-୨୦୧୫’ରେ ‘ଦି ଚ୍ୟାଲେଞ୍ଜେସ୍ ବିଫୋର ଅସ୍' ଶୀର୍ଷକ ଆଲୋଚନାରେ ଭାଗ ନେଇ ଶୁକ୍ରବାର ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି ଯେ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ବିଜେଡିର ସମର୍ଥନ ବା ବିରୋଧ ନୀତି ଓ ବିଚାରଧାରା ଉପରେ ପର୍ଯ୍ୟବସିତ।

‘ଦି ଚ୍ୟାଲେଞ୍ଜେସ ବିଫେ।ର ଅସ୍’ ଶୀର୍ଷକ ଆଲୋଚନାରେ ସାଂସଦ ପଣ୍ଡାଙ୍କ ସମେତ କଂଗ୍ରେସ ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଏନସିପି ସାଂସଦ ସୁପ୍ରିୟା ସୁଲେ ଭାଗ ନେଇ ସେମାନଙ୍କ ମତାମତ ରଖିଥିଲେ।

ଏହି ସମିଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଯୋଗ ଦେଇ ଦେଶର ବିକାଶ କଥା କହିଥିଲେ। ଖାସ୍ କରି ପୂର୍ବାଞ୍ଚଳ ରାଜ୍ୟମାନଙ୍କର ବିକାଶ କଥା କହିଥିଲେ। ମୋଦି କହିଥିଲେ, ପୂର୍ବରୁ ସୁଯୋଗ ମିଳୁ ନ ଥିଲା। ହେଲେ ଏବେ ସୁଯୋଗ ପାଇବା ପରେ ଓଡ଼ିଶା, ଝାଡଖଣ୍ଡ, ଛତିଶଗଡ଼ ଭଳି ରାଜ୍ୟ ବିକାଶ କରୁଛନ୍ତି। ସେହିଭଳି ପାର୍ଲାମେଣ୍ଟ ସୁରୁଖୁରରେ ଚାଲୁଥିବାରୁ ଏହାର ଶ୍ରେୟ ସବୁ ଦଳକୁ ଦେଇଛନ୍ତି ମୋଦି।

ହିନ୍ଦୁସ୍ଥାନ ଟାଇମ୍ସର ଏହି ଲିଡରସିପ ସମିଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ସିଂହ ପ୍ରମୁଖ ଭାଗ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story