କେନ୍ଦ୍ରାପଡ଼ା ଶ୍ରୀବଳଦେବ ଜୀଉଙ୍କ ରଥଙ୍କୁ ଟାଣିଲେ ହଜାର ହଜାର ଶ୍ରଦ୍ଧାଳୁ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର  ଶ୍ରୀବଳଦେବ ଜୀଉଙ୍କ ରଥଟଣା ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଛି। ହଜାର ହଜାର ଶ୍ରଦ୍ଧାଳୁ ଭକ୍ତିର ସହ ରଥକୁ ଟାଣି ଟାଣି ନେଇଥିଲେ। ତେଣୁ ସକାଳୁ ସକାଳୁ ରଥ ଉପରେ ପ୍ରଭୁଙ୍କୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ପୁରୀ ରଥ ଦର୍ଶନ ପରେ ବଳଦେବ ଜୀଉଙ୍କ ରଥ ଦର୍ଶନ କଲେ ପୂଣ୍ୟ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି। ଗତକାଲି ବଳଦେବ ଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥରେ ମଣିବିଗ୍ରହ ରଥାରୁଢ଼ ହୋଇଥିଲେ। ପରମ୍ପରା ଅନୁସାରେ […]

kendrapada

kendrapada

Rakesh Mallick
  • Published: Thursday, 07 July 2016
  • Updated: 07 July 2016, 09:31 PM IST

Sports

Latest News

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର  ଶ୍ରୀବଳଦେବ ଜୀଉଙ୍କ ରଥଟଣା ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଛି। ହଜାର ହଜାର ଶ୍ରଦ୍ଧାଳୁ ଭକ୍ତିର ସହ ରଥକୁ ଟାଣି ଟାଣି ନେଇଥିଲେ। ତେଣୁ ସକାଳୁ ସକାଳୁ ରଥ ଉପରେ ପ୍ରଭୁଙ୍କୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ପୁରୀ ରଥ ଦର୍ଶନ ପରେ ବଳଦେବ ଜୀଉଙ୍କ ରଥ ଦର୍ଶନ କଲେ ପୂଣ୍ୟ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି।

ଗତକାଲି ବଳଦେବ ଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥରେ ମଣିବିଗ୍ରହ ରଥାରୁଢ଼ ହୋଇଥିଲେ। ପରମ୍ପରା ଅନୁସାରେ ବୁଧବାର କେବଳ ଦୁଇ ଦୁଉଡ଼ି ଅର୍ଥାତ୍‌ ଶହେ ମିଟର ରଥ ଟଣା ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story