କେନ୍ଦ୍ରାପଡ଼ା: ଆସନ୍ତାକାଲି ଗରଦପୁର ଜିଲ୍ଲାପରିଷଦ ଆସନ ପାଇଁ ଉପନିର୍ବାଚନ

ପାଟକୁରା:କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍ ୧୦ ନମ୍ୱର ଜିଲ୍ଲା ପରିଷଦ ଆସନ ପାଇଁ ଶୁକ୍ରବାର ଉପନିର୍ବାଚନ ଅନୁଷ୍ଠିତ ହେବ। ଏହି ଜୋନର ୬ଟି ପଞ୍ଚାୟତର ୯୯ଟି ବୁଥରେ ମତାଦାନ କରାଯିବ। ୭ ତାରିଖ ଭୋଟ ଗଣତି ହେବ। ଏହି ଉପନିର୍ବାଚନରେ ରାଜ୍ୟର ୩ଟି ପ୍ରମୁଖ ରାଜନୈତିକ ଦଳ- ବିଜେଡ଼ି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଦେଇଛନ୍ତି। ସବୁ ରାଜନୈତିକ ଦଳ ବିଭିନ୍ନ ପଞ୍ଚାୟତରେ କର୍ମୀ ସମାବେଶ କରିବା ସହ ଦଳୀୟ ପ୍ରାର୍ଥୀ ଘର ଘର ବୁଲି ସେମାନଙ୍କୁ […]

election

election

Rakesh Mallick
  • Published: Thursday, 04 February 2016
  • Updated: 04 February 2016, 11:31 AM IST

Sports

Latest News

ପାଟକୁରା:କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍ ୧୦ ନମ୍ୱର ଜିଲ୍ଲା ପରିଷଦ ଆସନ ପାଇଁ ଶୁକ୍ରବାର ଉପନିର୍ବାଚନ ଅନୁଷ୍ଠିତ ହେବ। ଏହି ଜୋନର ୬ଟି ପଞ୍ଚାୟତର ୯୯ଟି ବୁଥରେ ମତାଦାନ କରାଯିବ। ୭ ତାରିଖ ଭୋଟ ଗଣତି ହେବ।

ଏହି ଉପନିର୍ବାଚନରେ ରାଜ୍ୟର ୩ଟି ପ୍ରମୁଖ ରାଜନୈତିକ ଦଳ- ବିଜେଡ଼ି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଦେଇଛନ୍ତି। ସବୁ ରାଜନୈତିକ ଦଳ ବିଭିନ୍ନ ପଞ୍ଚାୟତରେ କର୍ମୀ ସମାବେଶ କରିବା ସହ ଦଳୀୟ ପ୍ରାର୍ଥୀ ଘର ଘର ବୁଲି ସେମାନଙ୍କୁ ଭୋଟ୍ ଦେବାକୁ ଅନୁରୋଧ କରିଛନ୍ତି। ବୁଧବାର ପ୍ରଚାରର ଶେଷ ଦିନରେ ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରୱାଲ ବିଜେଡି ପ୍ରାର୍ଥୀ ସନ୍ତୋଷ ମହାଳୀଙ୍କୁ ଭୋଟ ଦେଇ ବିଜୟୀ କରିବାକୁ ନିବେଦନ କରିଥିଲେ।

ସେହିପରି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର  କୋରୁଆଠାରେ ଦଳୀୟ ସମାବେଶରେ ଯୋଗ ଦେଇ ଅମୀୟ ପରିଜାଙ୍କୁ ଭୋଟ୍ ଦେବାକୁ ନିବେଦନ କରିଥିଲେ।

ଚଳିତ ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ରେମଶ ମଲ୍ଲିକ ବିଜୟୀ ହେବେ ବୋଲି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପାଟକୁରାର କଂଗ୍ରେସ ନେତା ଜୟନ୍ତ ମହାନ୍ତି କହିଥିଲେ।

ସୂଚନାଯୋଗ୍ୟ, ଜିଲ୍ଲାପରିଷଦ ସଭ୍ୟ କୁଞ୍ଜବିହାରୀ ଜେନାଙ୍କ ଅକାଳମୃତ୍ୟୁ ପରେ ଏହି ଆସଟି ଖାଲି ପଡ଼ିଥିଲା। ସେ ବିଜେଡି ପ୍ରାର୍ଥୀ ଭାବେ ଗତ ଜିଲ୍ଲାପରିଷଦ ନିର୍ବାଚନରେ ଏଠାରୁ ବିଜୟୀ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story