କେନ୍ଦ୍ରାପଡ଼ା ହଜାରୀ ଛକରେ ମହିଳାଙ୍କୁ ହତ୍ୟା ଘଟଣାରେ ୩ ଗିରଫ

କେନ୍ଦ୍ରାପଡ଼: ହଜାରୀ ଛକରେ ମହିଳାଙ୍କୁ ଗଳାକାଟି ହତ୍ୟା ଘଟଣାରେ ସଦର ଥାନା ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ୟୁପି ସ୍କୁଲ ଶିକ୍ଷକ ଅଛନ୍ତି। ଋଣ ଟଙ୍କା ମାଗିବାରୁ ମହିଳାଙ୍କୁ ହତ୍ୟା କରାଯାଇଥିବା ପୋଲିସ କହିଛି। ଅଭିଯୁକ୍ତମାନେ ହେଲେ ଶିକ୍ଷକ ବିଜୟ ମହାନ୍ତି, ସୁଶାନ୍ତ ସାହୁ ଏବଂ ଶେଖ ମୁସ୍ତାଖ। ପୋଲିସ କହିବା ଅନୁସାରେ ବିଜୟ ମହିଳାଙ୍କ ପାଖରୁ କିଛି ଟଙ୍କା ଋଣ ଆକାରରେ ନେଇଥିଲେ। ମହିଳା ଜଣଙ୍କ ଟଙ୍କା ମାଗିବାରୁ […]

kendrapada-2

kendrapada-2

Rakesh Mallick
  • Published: Tuesday, 31 January 2017
  • Updated: 31 January 2017, 09:32 PM IST

Sports

Latest News

କେନ୍ଦ୍ରାପଡ଼: ହଜାରୀ ଛକରେ ମହିଳାଙ୍କୁ ଗଳାକାଟି ହତ୍ୟା ଘଟଣାରେ ସଦର ଥାନା ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ୟୁପି ସ୍କୁଲ ଶିକ୍ଷକ ଅଛନ୍ତି। ଋଣ ଟଙ୍କା ମାଗିବାରୁ ମହିଳାଙ୍କୁ ହତ୍ୟା କରାଯାଇଥିବା ପୋଲିସ କହିଛି। ଅଭିଯୁକ୍ତମାନେ ହେଲେ ଶିକ୍ଷକ ବିଜୟ ମହାନ୍ତି, ସୁଶାନ୍ତ ସାହୁ ଏବଂ ଶେଖ ମୁସ୍ତାଖ।

ପୋଲିସ କହିବା ଅନୁସାରେ ବିଜୟ ମହିଳାଙ୍କ ପାଖରୁ କିଛି ଟଙ୍କା ଋଣ ଆକାରରେ ନେଇଥିଲେ। ମହିଳା ଜଣଙ୍କ ଟଙ୍କା ମାଗିବାରୁ ତାଙ୍କୁ ରାସ୍ତାରୁ ହଟାଇ ଦେବାକୁ ବିଜୟ ଯୋଜନା କରିଥିଲେ। ଏଥିପାଇଁ ସେ ସୁଶାନ୍ତ ଏବଂ ମୁସ୍ତାଖ ସହ ଯୋଗାଯୋଗ କରି ହତ୍ୟାର ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ।

ଗତ ୨୭ ତାରିଖରେ ହଜାରୀ ଛକ ଦେଇ ଯାଇଥିବା ୫(କ) ନମ୍ବର ଜାତୀୟ ରାଜପଥର ଏକ ପୋଲ ତଳୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମହିଳାଙ୍କ ଗଳାରେ କଟା ଚିହ୍ନ ଥିବା ଓ ଶବ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଥିବାରୁ ତାଙ୍କୁ କେହି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ପୋଡ଼ି ଦେଇଥିବା ପୋଲିସ ସନ୍ଦେହ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story