କେନ୍ଦ୍ରାପଡା ଜିଲ୍ଲାସ୍ତରୀୟ ଭିଜିଲାନ୍ସ ମନିଟରିଂ କମିଟି ବୈଠକରେ ବିଭିନ୍ନ ସମସ୍ୟା ସମାଧାନ ନେଇ ଆଲୋଚନା

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ପଞ୍ଚାୟତ ସମିତି ସଭା ଗୃହରେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଭିଜିଲାନ୍ସ ମନିଟରିଂ କମିଟି ବୈଠକ ହୋଇଯାଇଛି। ବୈଠକରେ ଅଙ୍ଗନୱାଡି ଗୃହ ନିର୍ମାଣ, ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ଋଣ ପ୍ରଦାନ, ଅଧାପନ୍ତରିଆ ଆରଡି ରାସ୍ତା କାମ ଶୀଘ୍ର ଶେଷ କରିବା ଓ ପାନୀୟ ଜଳ ସମସ୍ୟାର ସମାଧାନ କରିବା ନେଇ ଆଲୋଚନା ହୋଇଥିଲା। ସମୀକ୍ଷା ବୈଠକରେ ଆଳି ବିଧାୟକ ଦେବେନ୍ଦ୍ର ଶର୍ମା, ରାଜନଗର ବିଧାୟକ ଅଂଶୁମାନ ମହାନ୍ତି, […]

kendrapada

kendrapada

Rakesh Mallick
  • Published: Thursday, 03 March 2016
  • Updated: 03 March 2016, 05:32 AM IST

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ପଞ୍ଚାୟତ ସମିତି ସଭା ଗୃହରେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଭିଜିଲାନ୍ସ ମନିଟରିଂ କମିଟି ବୈଠକ ହୋଇଯାଇଛି। ବୈଠକରେ ଅଙ୍ଗନୱାଡି ଗୃହ ନିର୍ମାଣ, ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ଋଣ ପ୍ରଦାନ, ଅଧାପନ୍ତରିଆ ଆରଡି ରାସ୍ତା କାମ ଶୀଘ୍ର ଶେଷ କରିବା ଓ ପାନୀୟ ଜଳ ସମସ୍ୟାର ସମାଧାନ କରିବା ନେଇ ଆଲୋଚନା ହୋଇଥିଲା।

ସମୀକ୍ଷା ବୈଠକରେ ଆଳି ବିଧାୟକ ଦେବେନ୍ଦ୍ର ଶର୍ମା, ରାଜନଗର ବିଧାୟକ ଅଂଶୁମାନ ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଧର ସ୍ୱାଇଁ, ଜିଲ୍ଲାପାଳ ଦେବରାଜ ସେନାପତି ଏବଂ ପିଡି ବିକାଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos