କେନ୍ଦ୍ରାପଡ଼ା: ଜଣିପଡ଼ା ମଦ୍ରାସାରୁ ନିଖୋଜ ୪ ଛାତ୍ର ଜଗତପୁରରୁ ଉଦ୍ଧାର

କେନ୍ଦ୍ରାପଡ଼ା:  କେନ୍ଦ୍ରାପଡ଼ା ଜଣିପଡ଼ା ମଦ୍ରାସାରୁ ୪ ଜଣ ନିଖୋଜ ଛାତ୍ରଙ୍କୁ ଆଜି କଟକ ଜଗତପୁରରୁ ଉଦ୍ଧାର କରାଯାଇଛି। ଜଗତପୁରର କିଛି ସ୍ଥାନୀୟ ଲୋକେ ଏହି ୪ ଜଣ ଛାତ୍ରଙ୍କୁ ପୋଲିସ୍‌ ଜିମାରେ ଦେଇଛନ୍ତି। ସମସ୍ତ ଛାତ୍ରଙ୍କ ଘର ଝାରଖଣ୍ଡରେ। ଜଗତପୁର ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିବା ସହ କଣିପଡ଼ା ମାଦ୍ରାସା ମୌଲିବିଙ୍କୁ ପୋଲିସ୍‌ ପଚରାଉଚରା କରୁଛି। ଛାତ୍ରମାନଙ୍କୁ ପାଠପଢ଼ିବାକୁ କୁହାଯିବାରୁ ସେମାନେ ସେଠାରୁ ଖସି ପଳାଇ ଆସିଥିବା ମୌଲବି କହିଛନ୍ତି।

kenfra

kenfra

Rakesh Mallick
  • Published: Sunday, 06 November 2016
  • Updated: 06 November 2016, 07:15 PM IST

Sports

Latest News

କେନ୍ଦ୍ରାପଡ଼ା:  କେନ୍ଦ୍ରାପଡ଼ା ଜଣିପଡ଼ା ମଦ୍ରାସାରୁ ୪ ଜଣ ନିଖୋଜ ଛାତ୍ରଙ୍କୁ ଆଜି କଟକ ଜଗତପୁରରୁ ଉଦ୍ଧାର କରାଯାଇଛି। ଜଗତପୁରର କିଛି ସ୍ଥାନୀୟ ଲୋକେ ଏହି ୪ ଜଣ ଛାତ୍ରଙ୍କୁ ପୋଲିସ୍‌ ଜିମାରେ ଦେଇଛନ୍ତି। ସମସ୍ତ ଛାତ୍ରଙ୍କ ଘର ଝାରଖଣ୍ଡରେ।

ଜଗତପୁର ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିବା ସହ କଣିପଡ଼ା ମାଦ୍ରାସା ମୌଲିବିଙ୍କୁ ପୋଲିସ୍‌ ପଚରାଉଚରା କରୁଛି।

ଛାତ୍ରମାନଙ୍କୁ ପାଠପଢ଼ିବାକୁ କୁହାଯିବାରୁ ସେମାନେ ସେଠାରୁ ଖସି ପଳାଇ ଆସିଥିବା ମୌଲବି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos