ନବୀନ ନିବାସରେ କେନ୍ଦ୍ରାପଡ଼ା ବିଜେଡି ସଭାପତି; କହିଲେ- ବୈଜୟନ୍ତଙ୍କୁ ପୂରା ବାହାର କର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର ପାଇଁ ଦାବି। ଆଜି ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ଦାବି ଜଣାଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଭାପତି ଧ୍ରୁବ ସାହୁ। ଅଭିଯୋଗ କରିଛନ୍ତି -“ବୈଜୟନ୍ତ ଇମ୍ଫା କମ୍ପାନୀରୁ ଦରମା ଆକାରରେ ୧୨ କୋଟି ନେଇଛନ୍ତି। ଏ ସମ୍ପର୍କ ସେ ନିଜ ସତ୍ୟପାଠରେ ଦର୍ଶାଇ ନାହାନ୍ତି।” ୨୦୧୪ ନିର୍ବାଚନ ବେଳେ ବୈଜୟନ୍ତ ମିଥ୍ୟା ସତ୍ୟପାଠ ଦାଖଲ […]

BAIJAYANT_PAN_1827084f

BAIJAYANT_PAN_1827084f

Rakesh Mallick
  • Published: Monday, 02 April 2018
  • Updated: 02 April 2018, 11:08 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର ପାଇଁ ଦାବି। ଆଜି ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ଦାବି ଜଣାଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଭାପତି ଧ୍ରୁବ ସାହୁ। ଅଭିଯୋଗ କରିଛନ୍ତି -“ବୈଜୟନ୍ତ ଇମ୍ଫା କମ୍ପାନୀରୁ ଦରମା ଆକାରରେ ୧୨ କୋଟି ନେଇଛନ୍ତି। ଏ ସମ୍ପର୍କ ସେ ନିଜ ସତ୍ୟପାଠରେ ଦର୍ଶାଇ ନାହାନ୍ତି।”

୨୦୧୪ ନିର୍ବାଚନ ବେଳେ ବୈଜୟନ୍ତ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ ନେଇ ପୂର୍ବରୁ ଟାଙ୍ଗୀ ଅଞ୍ଚଳର ଜଣେ ବ୍ୟକ୍ତି କେନ୍ଦ୍ରାପଡା ଏସ୍‌ଡିଜେଏମ୍‌ କୋର୍ଟରେ ମାମଲା ଦାୟର କରିଥିଲେ। କୋର୍ଟ ତାକୁ ଗ୍ରହଣ କରି ଆସନ୍ତା ୧୬ ତାରିଖରେ ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି। ତେଣୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବୈଜୟନ୍ତଙ୍କୁ ବହିଷ୍କାର କରାଯାଉ ବୋଲି ଦାବି କରିଛନ୍ତି ଧ୍ରୁବ।

ଧ୍ରୁବଙ୍କ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା। ସେ କହିଛନ୍ତି-“ଯଦି ଖବର ସତ୍ୟ, ତାହାହେଲେ ଦୁର୍ଭାଗ୍ୟଜନକ। କିନ୍ତୁ ଚକିତକାରୀ ନୁହେଁ। ଗତ ୪ ବର୍ଷ ହେଲା ବିଜେଡି ଅଗଣତାନ୍ତ୍ରିକ ଭାବେ ଚାଲିଛି। ଜଣେ ବ୍ୟୁରୋକ୍ରାଟଙ୍କ ଅହେତୁକ ପ୍ରଭାବ ଯୋଗୁଁ ଦଳରେ ଏମିତି ଚାଲିଛି। ମିଥ୍ୟା ଆରୋପରେ ମୋତେ ଦଳରୁ ନିଲମ୍ବିତ କରାଯାଇଛି। ଏମିତିକି ମୋତେ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇ ନାହିଁ। ଯଦି ସମାନ ଘଟଣା ପାଇଁ ବହିଷ୍କୃତ ହୁଏ, ମୁଁ ଆଶ୍ଚର୍ଯ୍ୟଚକିତ ହେବିନି। ମୋର ପ୍ରଭୁ ଜଗନ୍ନାଥ ଓ ଓଡ଼ିଶାବାସୀଙ୍କ ଉପରେ ବିଶ୍ୱାସ ରଖିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story