କେନ୍ଦ୍ରାପଡ଼ାରୁ ଜବତ ଟଙ୍କାର ତଦନ୍ତ ଆରମ୍ଭ କଲା ଆୟକର ବିଭାଗ

କେନ୍ଦ୍ରାପଡ଼ା: ଗତକାଲି କେନ୍ଦ୍ରାପଡ଼ାରେ ପରେଶ ନାଥ ଶାହା ନାମକ ଜଣେ ସୁନା ବ୍ୟବସାୟୀଙ୍କ କାରରୁ ୨୫ ଲକ୍ଷ ୫୦ ହଜାର ଟଙ୍କାର ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଜବତ ଘଟଣାର ଆୟକର ବିଭାଗ ତଦନ୍ତ ଆରମ୍ଭ କରିଛି। ଆଜି ଆୟକର ବିଭାଗ ଅଧିକାରୀ କେନ୍ଦ୍ରାପଡ଼ା ଟାଉନ୍‌ ଥାନାକୁ ଯାଇ ସମସ୍ତ ଟଙ୍କାକୁ ଜବତ କରିବା ସହ ବ୍ୟବସାୟୀ ପରେଶକୁ କଟକକୁ ଆଣିଛନ୍ତି। କେଉଁ ପରିସ୍ଥିତିରେ ପରେଶଙ୍କ ପାଖକୁ ଏତେ ଟଙ୍କା ଆସିଲା, କାହିଁକି ଏତେ […]

note

note

Rakesh Mallick
  • Published: Saturday, 19 November 2016
  • Updated: 19 November 2016, 04:11 PM IST

Sports

Latest News

କେନ୍ଦ୍ରାପଡ଼ା: ଗତକାଲି କେନ୍ଦ୍ରାପଡ଼ାରେ ପରେଶ ନାଥ ଶାହା ନାମକ ଜଣେ ସୁନା ବ୍ୟବସାୟୀଙ୍କ କାରରୁ ୨୫ ଲକ୍ଷ ୫୦ ହଜାର ଟଙ୍କାର ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଜବତ ଘଟଣାର ଆୟକର ବିଭାଗ ତଦନ୍ତ ଆରମ୍ଭ କରିଛି।

ଆଜି ଆୟକର ବିଭାଗ ଅଧିକାରୀ କେନ୍ଦ୍ରାପଡ଼ା ଟାଉନ୍‌ ଥାନାକୁ ଯାଇ ସମସ୍ତ ଟଙ୍କାକୁ ଜବତ କରିବା ସହ ବ୍ୟବସାୟୀ ପରେଶକୁ କଟକକୁ ଆଣିଛନ୍ତି। କେଉଁ ପରିସ୍ଥିତିରେ ପରେଶଙ୍କ ପାଖକୁ ଏତେ ଟଙ୍କା ଆସିଲା, କାହିଁକି ଏତେ ଟଙ୍କା ଧରି କେନ୍ଦ୍ରାପଡ଼ା ଯାଉଥିଲେ ଓ ଜବତ ଟଙ୍କା ବ୍ଲାକ୍‌ମନି ନା ହ୍ୱାଇଟ୍‌ ତା’ର ତଦନ୍ତ ଆରମ୍ଭ କରିଛି ଆୟକର ବିଭାଗ।

ଗତକାଲି ପରେଶ ଟଙ୍କା ଧରି ଜଣେ ସହଯୋଗୀ ସହ ଏକ କାରରେ କେନ୍ଦ୍ରାପଡ଼ା ଯାଉଥିବା ବେଳେ କେନ୍ଦ୍ରାପଡ଼ା ପୋଲିସ ତାଙ୍କୁ ପିଛା କରି ତିନିମୁହାଣୀ ଛକରେ  ଧରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos