ପୋଖରୀରେ ବୁଡ଼ିଗଲା ୩ ବର୍ଷର ଶିଶୁ

ପଟ୍ଟାମୁଣ୍ଡାଇ:  କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ଅନ୍ତର୍ଗତ ଇଶ୍ୱରପୁର ଗାଁରେ ଘଟିଛି ଏକ ଦୁଃଖଦ ଘଟଣା। ପୋଖରୀରେ ବୁଡ଼ି ଯିବାରୁ ଜଣେ ୩ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଶିଶୁଟିର ନାଁ ରୋହିତ ଦାସ। ତା ବାପାଙ୍କ ନାଁ ଶ୍ରୀକାନ୍ତ ଦାସ।

ଛୁଆଟି ପୋଖରୀ କୂଳରେ ଖେଳୁଥିଲା। କୌଣସି କାରଣ ବଶତଃ ସେ ପୋଖରୀରେ ପଡ଼ି ଯାଇଥିଲା ବୋଲି କୁହାଯାଉଛି।