କେନ୍ଦ୍ରାପଡ଼ା: ବିଭିନ୍ନ ସମସ୍ୟା ନେଇ ଲୋକଙ୍କ ସହ ଆଲୋଚନା କଲେ ବୈଜୟନ୍ତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ର ବରଜ ବାହାକୁଦ ଗାଁ ପରିଦର୍ଶନ କରିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା।  ସ୍ଥାନୀୟ ଲୋକଙ୍କ ସହ ସେ ଗାଁର ଜଳ, ପରିମଳ ବ୍ୟବସ୍ଥା, ଭତ୍ତା ଓ ରାସନକାର୍ଡ ଭଳି ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ନିକଟସ୍ଥ କାରଖାନାରୁ ନିର୍ଗତ ରାସାୟନିକ ଗ୍ୟାସ୍‌ ସହ ଧୂଳି ଓ ଧୂଆଁର ଶିକାର ହୋଇ ଲୋକେ ରୋଗରେ ପଡୁଥିବା ସାଂସଦଙ୍କ ନିକଟରେ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଥିଲେ। ଏଦିଗରେ ପ୍ରଦୂଷଣ ବୋର୍ଡ ସହ ଆଲୋଚନା କରିବେ […]

visit

visit

Rakesh Mallick
  • Published: Sunday, 03 July 2016
  • Updated: 03 July 2016, 09:48 AM IST

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ର ବରଜ ବାହାକୁଦ ଗାଁ ପରିଦର୍ଶନ କରିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା।  ସ୍ଥାନୀୟ ଲୋକଙ୍କ ସହ ସେ ଗାଁର ଜଳ, ପରିମଳ ବ୍ୟବସ୍ଥା, ଭତ୍ତା ଓ ରାସନକାର୍ଡ ଭଳି ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ନିକଟସ୍ଥ କାରଖାନାରୁ ନିର୍ଗତ ରାସାୟନିକ ଗ୍ୟାସ୍‌ ସହ ଧୂଳି ଓ ଧୂଆଁର ଶିକାର ହୋଇ ଲୋକେ ରୋଗରେ ପଡୁଥିବା ସାଂସଦଙ୍କ ନିକଟରେ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଥିଲେ। ଏଦିଗରେ ପ୍ରଦୂଷଣ ବୋର୍ଡ ସହ ଆଲୋଚନା କରିବେ ବୋଲି ସାଂସଦ ପ୍ରତିଶୃତି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos