କେନ୍ଦୁଝର: ମଦ ଦୋକାନ ଉଚ୍ଛେଦ ଦାବିରେ ପଞ୍ଚାୟତ ଅଫିସରେ ତାଲା ପକାଇଲେ ଲୋକେ

କେନ୍ଦୁଝର: ପାଟଣା ବ୍ଲକ ଚେମଣା ପଞ୍ଚାୟତ ରେଙ୍ଗାଳବେଡା ଗାଁରେ ଥିବା ମଦ ଦୋକାନ ଉଚ୍ଛେଦ ଦାବିରେ ଅଞ୍ଚଳବାସୀ ଆଜି ପଞ୍ଚାୟତ ଅଫିସରେ ତାଲା ପକାଇ ଦେଇଛନ୍ତି। ଗାଁରେ ଖୋଲା ଯାଇଥିବା ଏହି ସରକାରୀ ମଦ ଦୋକାନକୁ ବନ୍ଦ କରିବାକୁ ଚେମଣା, ରେଙ୍ଗାଳବେଡ଼ା, ବଳିଆପଶି, ଅଙ୍ଗିକଳା ଓ ଚିଲଦା ଗାଁର ଲୋକେ ଦୀର୍ଘଦିନ ହେବ ବିରୋଧ କରି ଆସୁଛନ୍ତି। ମଦ ଦୋକାନଟି ସ୍କୁଲ ଓ ବସଷ୍ଟାଣ୍ଡ ପାଖରେ ଥିବାରୁ ଏହାକୁ ତରନ୍ତ ବନ୍ଦ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। […]

kendujha

kendujha

Rakesh Mallick
  • Published: Sunday, 15 May 2016
  • Updated: 15 May 2016, 02:12 PM IST

Sports

Latest News

kendujhaକେନ୍ଦୁଝର: ପାଟଣା ବ୍ଲକ ଚେମଣା ପଞ୍ଚାୟତ ରେଙ୍ଗାଳବେଡା ଗାଁରେ ଥିବା ମଦ ଦୋକାନ ଉଚ୍ଛେଦ ଦାବିରେ ଅଞ୍ଚଳବାସୀ ଆଜି ପଞ୍ଚାୟତ ଅଫିସରେ ତାଲା ପକାଇ ଦେଇଛନ୍ତି। ଗାଁରେ ଖୋଲା ଯାଇଥିବା ଏହି ସରକାରୀ ମଦ ଦୋକାନକୁ ବନ୍ଦ କରିବାକୁ ଚେମଣା, ରେଙ୍ଗାଳବେଡ଼ା, ବଳିଆପଶି, ଅଙ୍ଗିକଳା ଓ ଚିଲଦା ଗାଁର ଲୋକେ ଦୀର୍ଘଦିନ ହେବ ବିରୋଧ କରି ଆସୁଛନ୍ତି। ମଦ ଦୋକାନଟି ସ୍କୁଲ ଓ ବସଷ୍ଟାଣ୍ଡ ପାଖରେ ଥିବାରୁ ଏହାକୁ ତରନ୍ତ ବନ୍ଦ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ବିନା ପଲ୍ଲୀସଭାରେ ଏଠାରେ ମଦ ଦୋକାନଟି ଖୋଲା ଯାଇଛି। ଏହାସହ ସ୍କୁଲ ଓ ବସ୍‌ଷ୍ଟାଣ୍ଡ ପାଖରେ ଥିବାରୁ ଛାତ୍ରଛାତ୍ରୀ ଓ ବସ୍‌ ଯାତ୍ରୀଙ୍କ ଉପରେ ପ୍ରଭାବ ପଡୁଛି। ମଦ ଦୋକାନ ଉଚ୍ଛେଦ ପାଇଁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ପଞ୍ଚାୟତ ବୈଠକରେ ଏ ନେଇ ଆଲୋଚନା କରାଯିବା ସହ ମଦ ଦୋକାନ ଉଚ୍ଛେଦ ଲାଗି ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହିତ ହୋଇଥିଲା। ଏହାର ଏକ ନକଲ ଜିଲ୍ଲାପାଳ ଓ ଅବକାରୀ ବିଭାଗକୁ ଦିଆଯାଇଥିଲା। ହେଲେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଯିବାରୁ ଆଜି ଅଞ୍ଚଳବାସୀ ପଞ୍ଚାୟତ ଅଫିସରେ ତାଲା ପକାଇ ଦେଇଛନ୍ତି।

ଅବକାରୀ ଅଧୀକ୍ଷକ ପୂର୍ଣ୍ଣଚନ୍ଦ୍ର ମିଶ୍ର କହିଛନ୍ତି, “ପଞ୍ଚାୟତ ବୈଠକରେ ପାରିତ ପ୍ରସ୍ତାବ ପାଇବା ପରେ ଏହାକୁ ତର୍ଜମା କରାଯାଇଛି। ଏହାସହ ଲାଇସେନ୍ସଧାରୀଙ୍କୁ ନୋଟିସ୍‌ ମଧ୍ୟ କରାଯାଇଛି। ୭ ଦିନ ମଧ୍ୟରେ ନୂଆ ସ୍ଥାନ ସମ୍ପର୍କରେ ଜଣାଇବାକୁ ଲାଇସେନ୍ସଧାରୀଙ୍କୁ କୁହାଯାଇଛି। ତାଙ୍କ ଉତ୍ତର ଆସିବା ପରେ ସ୍ଥାନ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story