କେନ୍ଦୁଝର: ଗାତରେ ପଡ଼ି ୨ ଶିଶୁ ମୃତ 

କେନ୍ଦୁଝର: ରେଳ ବିଭାଗର ଦାୟିତ୍ୱହୀନତା ଓ ବେପରୁଆ ମନୋଭାବ ଯୋଗୁଁ ଆଜି କେନ୍ଦୁଝର ଜିଲ୍ଲା କଲଣ୍ଡା ଗାଁରେ ଦୁଇଜଣ ଶିଶୁଙ୍କ ଜୀବନ ଯାଇଛି। ମୃତ ଶିଶୁ ଦୁଇଜଣ ହେଲେ ରମା ପ୍ରାଧନଙ୍କ ଝିଅ ପ୍ରତୀକ୍ଷ ପ୍ରଧାନ(୫) ଏବଂ ସଞ୍ଜୟ ପ୍ରଧାନଙ୍କ ଝିଅ ପ୍ରତିଭା ପ୍ରଧାନ (୫)। ପିଲା ଦୁଇଜଣ ଶୌଚ ପାଇଁ ଯାଇଥିବା ସମୟରେ ରେଳ ବିଭାଗ ଦ୍ୱାରା ଖୋଳାଯାଇଥିବା ୫୦ ଫୁଟ ଗଭୀରର ଗାତରେ ପଡି ଯିବାରୁ ସେମାନଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଖବରପାଇ […]

kenjhor

kenjhor

Rakesh Mallick
  • Published: Thursday, 24 November 2016
  • Updated: 24 November 2016, 04:46 PM IST

Sports

Latest News

କେନ୍ଦୁଝର: ରେଳ ବିଭାଗର ଦାୟିତ୍ୱହୀନତା ଓ ବେପରୁଆ ମନୋଭାବ ଯୋଗୁଁ ଆଜି କେନ୍ଦୁଝର ଜିଲ୍ଲା କଲଣ୍ଡା ଗାଁରେ ଦୁଇଜଣ ଶିଶୁଙ୍କ ଜୀବନ ଯାଇଛି। ମୃତ ଶିଶୁ ଦୁଇଜଣ ହେଲେ ରମା ପ୍ରାଧନଙ୍କ ଝିଅ ପ୍ରତୀକ୍ଷ ପ୍ରଧାନ(୫) ଏବଂ ସଞ୍ଜୟ ପ୍ରଧାନଙ୍କ ଝିଅ ପ୍ରତିଭା ପ୍ରଧାନ (୫)। ପିଲା ଦୁଇଜଣ ଶୌଚ ପାଇଁ ଯାଇଥିବା ସମୟରେ ରେଳ ବିଭାଗ ଦ୍ୱାରା ଖୋଳାଯାଇଥିବା ୫୦ ଫୁଟ ଗଭୀରର ଗାତରେ ପଡି ଯିବାରୁ ସେମାନଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

ଖବରପାଇ ଦମକଳ ବାହିନୀ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହ ଉଦ୍ଧାର କରିଥିଲେ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ରେଳ ଲାଇନ୍‌ କାମ ବେଳେ ଠିକାଦାର ଟିକସ୍‌ ଫାଙ୍କିବା ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରୁ ବେଆଇନ ଭାବେ ମାଟି ଉଠାଇଥିଲା। ଏଥିପାଇଁ ଗୋଟେ ଗୋଟେ ସ୍ଥାନରେ ୫୦ରୁ ୬୦ ଫୁଟ ଗଭୀରର ଗାଢ କରାଯାଇଛି। ଏବେ ଏହି ସବୁ ଗାଢରେ ପାଣି ଜମି ରହିଥିବାରୁ ବହୁ ସମୟରେ ଧନଜୀବନ ହାନୀ ଘଟୁଛୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story