କେନ୍ଦୁଝର: ବେଆଇନ ବାଲି ଉଠାଣକୁ ନେଇ ସ୍କୁଲ ଓ ପୋଷ୍ଟ ଅଫିସ୍‌ରେ ତାଲା ପକାଇଲେ ଲୋକେ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲ୍‌ ଅଞ୍ଚଳ ଗିରିଗାଁ ବୈତରଣୀ ନଦୀ ଘାଟରୁ ବେଆଇନ ବାଲି ଉଠାଣକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇଛି। ବାଲି ଉଠାଣକୁ ପ୍ରତିବାଦ କରି ସ୍ଥାନୀୟ ଲୋକେ ସ୍କୁଲ ଓ ପୋଷ୍ଟ ଅଫିସ୍‌ରେ ତାଲା ପକାଇ ଦେଇଛନ୍ତି। ପ୍ରଶାସନିକ ଅଧିକାରୀଙ୍କ ଅବଗତରେ ଏହି କାରବାର ଚାଲିଥିବା ଲୋକେ ଅଭିଯୋଗ କରିଛନ୍ତି। ହାଟଡିହି ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛନ୍ତି।

kjr

kjr

Rakesh Mallick
  • Published: Thursday, 22 September 2016
  • Updated: 22 September 2016, 01:26 PM IST

Sports

Latest News

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲ୍‌ ଅଞ୍ଚଳ ଗିରିଗାଁ ବୈତରଣୀ ନଦୀ ଘାଟରୁ ବେଆଇନ ବାଲି ଉଠାଣକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇଛି। ବାଲି ଉଠାଣକୁ ପ୍ରତିବାଦ କରି ସ୍ଥାନୀୟ ଲୋକେ ସ୍କୁଲ ଓ ପୋଷ୍ଟ ଅଫିସ୍‌ରେ ତାଲା ପକାଇ ଦେଇଛନ୍ତି। ପ୍ରଶାସନିକ ଅଧିକାରୀଙ୍କ ଅବଗତରେ ଏହି କାରବାର ଚାଲିଥିବା ଲୋକେ ଅଭିଯୋଗ କରିଛନ୍ତି।

ହାଟଡିହି ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos