କେନ୍ଦୁଝର ପୌର ପରିଷଦ ଅନାସ୍ଥା ଭୋଟ ପ୍ରସଙ୍ଗ: ସପ୍ତାହକ ମଧ୍ୟରେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେବ ବିଜେଡି

କେନ୍ଦୁଝର: ପୌର ପରିଷଦ ଅନାସ୍ଥା ଭୋଟ୍ ପ୍ରସଙ୍ଗରେ ସପ୍ତାହକ ମଧ୍ୟରେ ନିର୍ବାଚନ କମିଶନଙ୍କ ନିକଟରେ ବିଜେଡି ଦ୍ୱାରସ୍ଥ ହେବ ବୋଲି ଜଣାପଡିଛି। ଯଦି ୯ ଜଣ ବିଦ୍ରୋହୀ କାଉନସିଲର୍ କୋର୍ଟର ଆଶ୍ରୟ ନିଅନ୍ତି, ତେବେ ବିଜେଡି ମଧ୍ୟ ତାକୁ କୋର୍ଟରେ ଚ୍ୟାଲେଞ୍ଜ୍ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି। କେନ୍ଦୁଝର ପୌରାଧ୍ୟକ୍ଷ ପଦ ହାତରୁ ଯିବା ପରେ ଏବେ ବିଜେଡି ରାଜନୀତି ବେଶ୍ ସରଗରମ ହୋଇଛି। ଦଳର ହୁଇପ୍ ଅବମାନନା କରି ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ୍ […]

kendujhar

kendujhar

Rakesh Mallick
  • Published: Wednesday, 30 December 2015
  • Updated: 30 December 2015, 04:28 PM IST

Sports

Latest News

କେନ୍ଦୁଝର: ପୌର ପରିଷଦ ଅନାସ୍ଥା ଭୋଟ୍ ପ୍ରସଙ୍ଗରେ ସପ୍ତାହକ ମଧ୍ୟରେ ନିର୍ବାଚନ କମିଶନଙ୍କ ନିକଟରେ ବିଜେଡି ଦ୍ୱାରସ୍ଥ ହେବ ବୋଲି ଜଣାପଡିଛି। ଯଦି ୯ ଜଣ ବିଦ୍ରୋହୀ କାଉନସିଲର୍ କୋର୍ଟର ଆଶ୍ରୟ ନିଅନ୍ତି, ତେବେ ବିଜେଡି ମଧ୍ୟ ତାକୁ କୋର୍ଟରେ ଚ୍ୟାଲେଞ୍ଜ୍ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

କେନ୍ଦୁଝର ପୌରାଧ୍ୟକ୍ଷ ପଦ ହାତରୁ ଯିବା ପରେ ଏବେ ବିଜେଡି ରାଜନୀତି ବେଶ୍ ସରଗରମ ହୋଇଛି। ଦଳର ହୁଇପ୍ ଅବମାନନା କରି ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେଇଥିବା

୯ ଜଣ କାଉନସିଲରଙ୍କ ବିରୋଧରେ ଦଳ କି କାର୍ଯ୍ୟାନୁଷ୍ଠାନ କରୁଛି ତା ଉପରେ ସମସ୍ତଙ୍କ ନଜର ରହିଛି। ଏହି କାଉନସିଲରମାନଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବିଜେଡି ଦଳବଦଳ ନିରୋଧ ଆଇନର ଆଶ୍ରୟ ନେବ ବୋଲି ଜଣାପଡିଛି। ୭ଦିନ ଭିତରେ ଏ ନେଇ ନିର୍ବାଚନ କମିଶନଙ୍କ ନିକଟରେ ଅପିଲ କରାଯିବ। ଦଳ ପକ୍ଷରୁ ମଧ୍ୟ ବିଦ୍ରୋହୀ କାଉନସିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି। ତେବେ କାର୍ଯ୍ୟାନୁଷ୍ଠାନ ହେଲେ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କାଉନସିଲରମାନେ କହିଛନ୍ତି।

ପୌର ପରିଷଦ ହାତରୁ ଯିବାର ଦିନକ ପରେ ଆଜି ନବୀନ ନିବାସରେ କେନ୍ଦୁଝର କଂଗ୍ରେସର ଜଣାଶୁଣା ନେତା ତଥା ପୂର୍ବତନ ସାଂସଦ ମାଧବ ସର୍ଦ୍ଦାର, ସହଯୋଗୀଙ୍କ ସହ ବିଜେଡିରେ ମିଶିଛନ୍ତି।

ମାଧବ ସର୍ଦ୍ଦାରଙ୍କୁ ଦଳରେ ସାମିଲ କରି ବିଜେଡି ଡ୍ୟାମେଜ କଣ୍ଟ୍ରୋଲ ପାଇଁ ଉଦ୍ୟମ କରିଥିବା କହିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବଦ୍ରି ପାତ୍ର କହିଛନ୍ତି ମାଧବ ବହୁ ପୂର୍ବରୁ ବିଜେଡିରେ ମିଶିବା ପାଇଁ ଆବେଦନ କରିଥିଲେ।

ଦଳବଦଳ ନିରୋଧ ଆଇନ ଅନୁସାରେ ଦୁଇ ତୃତୀୟାଂଶରୁ କମ୍ ସଦସ୍ୟ ଯଦି ଦଳୀୟ ହୁଇପକୁ ନ ମାନନ୍ତି ତେବେ ସଭ୍ୟପଦ ରଦ୍ଦ ହେବ। ଏବେ ନଜର ଏହି ଆଇନଗତ ଲଢେଇରେ କାହାର ବିଜୟ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story