କେନ୍ଦ୍ରାପଡ଼ା: ନାସି-୨ରେ ଅଲିଭ ରିଡଲେ କଇଁଛମାନଙ୍କ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଗହିରମଥାରେ ନାସି-୨ରେ ଅଲିଭ ରିଡଲେ କଇଁଛମାନଙ୍କ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି।ଚଳିତବର୍ଷ ପ୍ରଥମ ଦିନରେ ୩୧ ହଜାର ୯୪ଟି ଅଣ୍ଡା ଦେଇଥିବା ଜଣାପଡ଼ିଛି। ଅନୁକୂଳ ପାଗ ଯୋଗୁଁ ବହୁ ସଂଖ୍ୟକ କଇଁଛ ଏଠାକୁ ଆସୁଛନ୍ତି। ଆଗାମୀ ଦିନରେ ସଂଖ୍ୟା ଆହୁରି ବଢ଼ିବ ବୋଲି ଗହିରମଥା ବନପାଳ ସୂଚନା ଦେଇଛନ୍ତି।

TURTLE-MASS-NESTING-END

TURTLE-MASS-NESTING-END

Rakesh Mallick
  • Published: Friday, 24 February 2017
  • Updated: 24 February 2017, 08:27 AM IST

Sports

Latest News

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଗହିରମଥାରେ ନାସି-୨ରେ ଅଲିଭ ରିଡଲେ କଇଁଛମାନଙ୍କ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି।ଚଳିତବର୍ଷ ପ୍ରଥମ ଦିନରେ ୩୧ ହଜାର ୯୪ଟି ଅଣ୍ଡା ଦେଇଥିବା ଜଣାପଡ଼ିଛି। ଅନୁକୂଳ ପାଗ ଯୋଗୁଁ ବହୁ ସଂଖ୍ୟକ କଇଁଛ ଏଠାକୁ ଆସୁଛନ୍ତି। ଆଗାମୀ ଦିନରେ ସଂଖ୍ୟା ଆହୁରି ବଢ଼ିବ ବୋଲି ଗହିରମଥା ବନପାଳ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos