ସରକାରୀ ବାବୁଙ୍କ ଘରୁ ଶିଶୁ ଶ୍ରମିକ ଉଦ୍ଧାର

କେନ୍ଦୁଝର: କେନ୍ଦୁଝର ପ୍ରଶାସନ ଓ ସିଡବ୍ଲ୍ୟୁସିର ମିଳିତ ଚଢ଼ାଉରେ ଜାତୀୟ ସୂଚନା କେନ୍ଦ୍ର ଏନଆଇସିର ଜିଲ୍ଲା ଅଧିକାରୀ ଅଜୟ ମହାପାତ୍ରଙ୍କ ଘରୁ ଆଜି ଜଣେ  ଶିଶୁ ଶ୍ରମିକ ଉଦ୍ଧାର କରାଯାଇଛି।  ଶିଶୁ ଶ୍ରମିକ ଜଣକ ନାବାଳିକା। ଏହି ଚଢ଼ଉରେ ଶ୍ରମ ବିଭାଗ, ଚାଇଲ୍ଡ ଲାଇନ୍ ଓ ପୋଲିସ ସାମିଲ ହୋଇଥିଲେ। ସେହିଭଳି ବଣିଆପାଟରେ ରହୁଥିବା ଜଣେ ଅବସରପ୍ରାପ୍ତ କେନ୍ଦ୍ରୀୟ ଅଧିକାରୀଙ୍କ ଘରୁ ମଧ୍ୟ ଜଣେ ନାବାଳିକା ଶିଶୁ ଶ୍ରମିକକୁ ଉଦ୍ଧାର କରାଯାଇଛି। ସହରର ମାଗୁରଗାଡ଼ିଆ, ଧୋବାଡିହା, ବଣିଆପାଟ […]

child,,,

child,,,

Rakesh Mallick
  • Published: Wednesday, 29 November 2017
  • Updated: 29 November 2017, 11:03 AM IST

Sports

Latest News

କେନ୍ଦୁଝର: କେନ୍ଦୁଝର ପ୍ରଶାସନ ଓ ସିଡବ୍ଲ୍ୟୁସିର ମିଳିତ ଚଢ଼ାଉରେ ଜାତୀୟ ସୂଚନା କେନ୍ଦ୍ର ଏନଆଇସିର ଜିଲ୍ଲା ଅଧିକାରୀ ଅଜୟ ମହାପାତ୍ରଙ୍କ ଘରୁ ଆଜି ଜଣେ  ଶିଶୁ ଶ୍ରମିକ ଉଦ୍ଧାର କରାଯାଇଛି।  ଶିଶୁ ଶ୍ରମିକ ଜଣକ ନାବାଳିକା। ଏହି ଚଢ଼ଉରେ ଶ୍ରମ ବିଭାଗ, ଚାଇଲ୍ଡ ଲାଇନ୍ ଓ ପୋଲିସ ସାମିଲ ହୋଇଥିଲେ।

ସେହିଭଳି ବଣିଆପାଟରେ ରହୁଥିବା ଜଣେ ଅବସରପ୍ରାପ୍ତ କେନ୍ଦ୍ରୀୟ ଅଧିକାରୀଙ୍କ ଘରୁ ମଧ୍ୟ ଜଣେ ନାବାଳିକା ଶିଶୁ ଶ୍ରମିକକୁ ଉଦ୍ଧାର କରାଯାଇଛି। ସହରର ମାଗୁରଗାଡ଼ିଆ, ଧୋବାଡିହା, ବଣିଆପାଟ ଓ କଲେଜରୋଡ଼ ଅଞ୍ଚଳରେ ଅତର୍କିତ ଚଢ଼ଉ କରାଯାଇ ମୋଟ୍ ୫ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos