ବାପା-ମା’ଙ୍କ ପରେ ପରପାରିକୁ ପତ୍ନୀ ଚାଲିଗଲା ପରେ....

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଏକାକୀ ବିତୁଛି ଜୀବନ। ପାଖରେ ଦୁଃଖ ସୁଖରେ ଠିଆ ହେବାକୁ କେହି ନାହାନ୍ତି। କିନ୍ତୁ କେବେ ନିଜକୁ ଏକା ଭାବି ନାହାନ୍ତି ସେ। ଖାତା, କଲମକୁ ନିଜର ସାଥି ମାନି ବଞ୍ଚିବାର ଆଶା ବାନ୍ଧିଛନ୍ତି ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ପାଟରାପଲ୍ଲୀ ଗ୍ରାମର ଖଦାଳ ନାୟକ । ଖଦାଳ ମଉସାଙ୍କ ଜୀବନ ଶୈଳୀ କହିଲେ ସେ ଜଣେ ସାଧାସିଧା ସରଳ ନିଷ୍କପଟ ମଣିଷ । ବାଲ୍ୟ ଜୀବନ ଟି ନିଜ ଗ୍ରାମରେ ବିତାଇଥିଲେ। […]

7bvc

7bvc

Tapas Behera
  • Published: Wednesday, 18 November 2020
  • Updated: 18 November 2020, 08:01 PM IST

Sports

Latest News

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଏକାକୀ ବିତୁଛି ଜୀବନ। ପାଖରେ ଦୁଃଖ ସୁଖରେ ଠିଆ ହେବାକୁ କେହି ନାହାନ୍ତି। କିନ୍ତୁ କେବେ ନିଜକୁ ଏକା ଭାବି ନାହାନ୍ତି ସେ। ଖାତା, କଲମକୁ ନିଜର ସାଥି ମାନି ବଞ୍ଚିବାର ଆଶା ବାନ୍ଧିଛନ୍ତି ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ପାଟରାପଲ୍ଲୀ ଗ୍ରାମର ଖଦାଳ ନାୟକ । ଖଦାଳ ମଉସାଙ୍କ ଜୀବନ ଶୈଳୀ କହିଲେ ସେ ଜଣେ ସାଧାସିଧା ସରଳ ନିଷ୍କପଟ ମଣିଷ । ବାଲ୍ୟ ଜୀବନ ଟି ନିଜ ଗ୍ରାମରେ ବିତାଇଥିଲେ। ଏକାଦଶ ଶ୍ରେଣୀ ପାସ କରିବା ପରେ ଅର୍ଥ ଅଭାବରୁ ଉଚ୍ଚ ଶିକ୍ଷା ଲାଭ କରି ପାରିନଥିଲେ ସେ । କିନ୍ତୁ ଛୋଟ ବେଳୁ କବିତା ଲେଖିବା ସାହିତ୍ୟ ପଢିବା ପ୍ରତି ତାଙ୍କ ରୁଚି ରହିଥିଲା। ୧୯୮୦ ମସିହାରୁ ନିଜକୁ ଜଣେ ଲେଖକ ଭାବେ ପରିଚିତ କରିବା ପାଇଁ ସାଧନା ଆରମ୍ଭ କରିଥିଲେ ସେ। ବାଲ୍ୟ ବୟସରୁ ନିଜ ବାପା ମା ଙ୍କୁ ହରାଇଥିଲେ ଖଦାଳ ମଉଷା। ବିବାହ ପରେ ପରିବାର ପ୍ରତିପୋଷଣ ପାଇଁ ଦାମନଯୋଡି ନାଲକୋ ପ୍ଲାଣ୍ଟ ସିକ୍ୟୁରିଟି ଭାବେ କାମକରୁଥିଲେ।

ଆଜକୁ ୧୦ବର୍ଷ ପୂର୍ବେ ସ୍ତ୍ରୀ ମଧ୍ୟ ଆରପରିକୁ ଚାଲି ଗଲେ। ସେବେଠାରୁ ଆସି ନିଜ ଗାଁ ପାଟରାପଲ୍ଲୀ ରେ ନିଜର ଏକ ବଖରା ଘରେ ଏକାକୀ ଜୀବନ ବିତାଉଛନ୍ତି ଖଦାଳ ମଉଷା । ମନ ଭିତରେ ଥିବା ଦୁଃଖ ବେଦନାକୁ ଭୁଲିବା ପାଇଁ ଲେଖନୀକୁ ନିଜର ସାଥି ମାନି ନେଇଛନ୍ତି ସେ। ସମାଜ ପାଇଁ କିଛି କରି ଦେଖାଇବାର ନିଶା ଏମିତି ଘାରି ଥିଲା ଯେ ଆଜି ପର୍ଯ୍ୟନ୍ତ ସେ ୧୦ ଟି ପୁସ୍ତକ ଲେଖି ସାରିଲେଣି। ପୁସ୍ତକ ଭିତରେ ରହିଛି ମୋ ପୁଣ୍ୟ ଜନ୍ମମାଟି ଭାରତ,ମୋ ଦେଶର ସ୍ପଦନ,ଗାରିମାମୟ ଘୁମୁସର,ଆମ ଐତିହ୍ୟ ନଗର,ଜ୍ଞାନଗୁଞ୍ଜନ,ଖଦାଳ ଅଜାଙ୍କ କାହାଣୀ,ଓଡ଼ିଶାର ଗଳ୍ପ ସାହିତ୍ୟ ଓ ସଂସ୍କୃତି,ଆଧ୍ୟାତ୍ମିକ ଅନ୍ୱେଷଣ ଭଳି ଏମିତି ଅନକେ କିଛି।  ସାଧାରଣ ଜୀବନ କାଟୁଥିବା ଏହି ବ୍ୟକ୍ତିଙ୍କ ଲେଖାରେ ମାତୃଭୂମି ପ୍ରତି ପ୍ରେମ ଭାବ ଝରିପଡୁଥିବା ବାରି ହେଉଛି।

ଶିଶୁଙ୍କ ପାଇଁ ଅନେକ ଲେଖା ଓ ଗଳ୍ପ ମଧ୍ୟ ସେ ପ୍ରସ୍ତୁତ କରି ଖଦାଳ ଅଜାଙ୍କ କାହାଣୀ ପୁସ୍ତକରେ ସ୍ଥାନିତ କରିଛନ୍ତି । ପରିବାରର ସମସ୍ତଙ୍କୁ ହରାଇବା ପରେ ଏବେ ଲେଖନୀକୁ ଜୀବନ ସାଥି କରି ଜୀଉଁଛନ୍ତି। ଅର୍ଥ ଅଭାବରୁ ଆଜି ମଧ୍ୟ ଅନେକ ପୁସ୍ତକ ଛପା ନହୋଇ ଅଫସେଟ ରେ ପଡି ରହିଛି । ଆଗକୁ ଯଦି ସରକାରୀ ପ୍ରୋତ୍ସାହନ କିଛି ମିଳନ୍ତା ତାହେଲେ ଖଦାଳ ମଉଷାଙ୍କ ପୁସ୍ତକ ଗୁଡିକ ସାରା ଓଡ଼ିଶାରେ ପହଞ୍ଚି ପାରନ୍ତା ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story