ଖଦିବୋର୍ଡ ଅଧ୍ୟକ୍ଷ ତେଜେଶ୍ୱରଙ୍କ ବହିଷ୍କାର ଓ ଗିରଫ ଦାବିରେ ବିଜେପି ଯୁବମୋର୍ଚ୍ଚାର ବିକ୍ଷୋଭ

ଭୁବନେଶ୍ୱର: ଖଦି ଓ ଗ୍ରାମଦ୍ୟୋଗ ବୋର୍ଡ ସାମ୍ନାରେ ଶୁକ୍ରବାର ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ପୋଡ଼ାଜଳା ଓ ରାସ୍ତା ରୋକ କରିଥିଲା। ବୋର୍ଡ ସଭାପତି ତେଜେଶ୍ୱର ପରିଡାଙ୍କ ଇସ୍ତଫା ସହ ତାଙ୍କୁ ୪୨୦ ଦଫାରେ ଗିରଫ କରିବା ଦାବିରେ ଆନ୍ଦୋଳନ କରିଥିଲା ଯୁବମୋର୍ଚ୍ଚା। ଦଳୀୟ ପ୍ରଚାରରେ ଯାଇ ସରକାରୀ ଗସ୍ତ ଦେଖାଇ ବୋର୍ଡ ସଭାପତି ଟଙ୍କା ହରିଲୁଟ୍ କରୁଥିବା ଅଭିଯୋଗ ଆଣିଛି ଦଳ।

bjp

bjp

Rakesh Mallick
  • Published: Saturday, 12 December 2015
  • Updated: 12 December 2015, 06:57 AM IST

Sports

Latest News

ଭୁବନେଶ୍ୱର: ଖଦି ଓ ଗ୍ରାମଦ୍ୟୋଗ ବୋର୍ଡ ସାମ୍ନାରେ ଶୁକ୍ରବାର ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ପୋଡ଼ାଜଳା ଓ ରାସ୍ତା ରୋକ କରିଥିଲା। ବୋର୍ଡ ସଭାପତି ତେଜେଶ୍ୱର ପରିଡାଙ୍କ ଇସ୍ତଫା ସହ ତାଙ୍କୁ ୪୨୦ ଦଫାରେ ଗିରଫ କରିବା ଦାବିରେ ଆନ୍ଦୋଳନ କରିଥିଲା ଯୁବମୋର୍ଚ୍ଚା। ଦଳୀୟ ପ୍ରଚାରରେ ଯାଇ ସରକାରୀ ଗସ୍ତ ଦେଖାଇ ବୋର୍ଡ ସଭାପତି ଟଙ୍କା ହରିଲୁଟ୍ କରୁଥିବା ଅଭିଯୋଗ ଆଣିଛି ଦଳ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos