ଚାଉଳ କୋଟା ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ କୋଟା ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ୨୭.୯ ହଜାର ଟନ୍ ଚାଉଳ କମ୍ ପଡୁଥିବା ବେଳେ ୨୫.୫ ହଜାର ଟନ୍ ଗହମ ବଳକା ହେଉଛି। ଫଳରେ ସାଧାରଣ ଲୋକଙ୍କୁ ସେମାନଙ୍କ ପସନ୍ଦରେ ସାମଗ୍ରୀ ଦିଆଯାଇ ପାରୁନାହିଁ। ଅନ୍ୟପକ୍ଷେ ସାଧାରଣ ଲୋକଙ୍କୁ ପସନ୍ଦରେ ଯୋଗାଣା ନ ହେବା ଆଇନ ଉଲ୍ଲଂଘନ କରୁଛି। ତେଣୁ ଏଥିପ୍ରତି ଦୃଷ୍ଟି […]

Naveen-Patnaik

Naveen-Patnaik

Rakesh Mallick
  • Published: Wednesday, 03 February 2016
  • Updated: 03 February 2016, 07:49 AM IST

Sports

Latest News

ଭୁବନେଶ୍ୱର: ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ କୋଟା ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ୨୭.୯ ହଜାର ଟନ୍ ଚାଉଳ କମ୍ ପଡୁଥିବା ବେଳେ ୨୫.୫ ହଜାର ଟନ୍ ଗହମ ବଳକା ହେଉଛି।

ଫଳରେ ସାଧାରଣ ଲୋକଙ୍କୁ ସେମାନଙ୍କ ପସନ୍ଦରେ ସାମଗ୍ରୀ ଦିଆଯାଇ ପାରୁନାହିଁ। ଅନ୍ୟପକ୍ଷେ ସାଧାରଣ ଲୋକଙ୍କୁ ପସନ୍ଦରେ ଯୋଗାଣା ନ ହେବା ଆଇନ ଉଲ୍ଲଂଘନ କରୁଛି। ତେଣୁ ଏଥିପ୍ରତି ଦୃଷ୍ଟି ଦେବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ସେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ଗତ ୨୦୧୫ ନଭେମ୍ୱରରୁ ୨୦୧୬ ଜାନୁଆରୀ ମଧ୍ୟରେ  କେନ୍ଦ୍ର ସରକାରଙ୍କ ତରଫରୁ ୨.୯୨ ଲକ୍ଷ ମାଟ୍ରିକ୍ ଟନ୍ ଚାଉଳ ଓ ୭୮.୪ ହଜାର ମାଟ୍ରିକ୍ ଟନ୍ ଗହମ ଯୋଗାଣ ହୋଇଛି। ସାଧାରଣ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କୁ ୩.୨୦ ଲକ୍ଷ ମାଟ୍ରିକ୍ ଟନ୍ ଚାଉଳ ଯୋଗାଣ ଲାଗି ଅନୁରୋଧ କରାଯାଇଥିଲା। ଆବଶ୍ୟକ ମୁତାବକ ଚାଉଳ ଆସି ନ ଥିବାରୁ ସବୁ ହିତାଧିକାରୀଙ୍କୁ ସେମାନଙ୍କ ପସନ୍ଦ ମୁତାବକ ସାମଗ୍ରୀ ମିଳିପାରୁ ନାହିଁ। ତେଣୁ ପ୍ରଧାନମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ଓଡ଼ିଶାକୁ  ଚାଉଳ ଯୋଗାଇ ଦେବା ଲାଗି ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story