ଖଣ୍ଡଗିରି ଛକରେ ହେବ ଫ୍ଲାଏ ଓଭର

ଭୁବନେଶ୍ୱର: ରାଜଧାନୀର ଅନ୍ୟତମ ବ୍ୟସ୍ତବହୁଳ ଖଣ୍ଡଗିରି ଛକରେ ହେବ ଫ୍ଲାଏ ଓଭର ବ୍ରିଜ୍‌ । ଦୁର୍ଘାଟଣା ରୋକାଯିବା ସହ ଟ୍ରାଫିକ୍‌ ସମସ୍ୟା ଦୂର କରିବା ଲକ୍ଷ୍ୟରେ ଏଠାରେ ଫ୍ଲାଏ ଓଭର ନିର୍ମାଣ କରାଯିବାକୁ ନିଷ୍ପତ୍ତି ହୋଇଛି । ଏହାସହ ଖୋର୍ଦ୍ଧା ନିକଟ ଗୋହିରା ଛକରେ ମଧ୍ୟ ଏକ ଫ୍ଲାଏ ଓଭର ନିର୍ମାଣ ଲାଗି ଯୋଜନା ରହିଛି। ମାର୍ଚ୍ଚ ଶେଷ ସୁଦ୍ଧା ଏଥିପାଇଁ ଟେଣ୍ଡର ସରିବ ଓ ଏପ୍ରିଲ୍‌ରୁ କାମ ଆରମ୍ଭ ହେବ ବୋଲି କେନ୍ଦ୍ର ପରିବହନ ସଚିବଙ୍କ […]

khandagiri

khandagiri

Rakesh Mallick
  • Published: Friday, 17 March 2017
  • Updated: 17 March 2017, 10:06 PM IST

Sports

Latest News

ଭୁବନେଶ୍ୱର: ରାଜଧାନୀର ଅନ୍ୟତମ ବ୍ୟସ୍ତବହୁଳ ଖଣ୍ଡଗିରି ଛକରେ ହେବ ଫ୍ଲାଏ ଓଭର ବ୍ରିଜ୍‌ । ଦୁର୍ଘାଟଣା ରୋକାଯିବା ସହ ଟ୍ରାଫିକ୍‌ ସମସ୍ୟା ଦୂର କରିବା ଲକ୍ଷ୍ୟରେ ଏଠାରେ ଫ୍ଲାଏ ଓଭର ନିର୍ମାଣ କରାଯିବାକୁ ନିଷ୍ପତ୍ତି ହୋଇଛି । ଏହାସହ ଖୋର୍ଦ୍ଧା ନିକଟ ଗୋହିରା ଛକରେ ମଧ୍ୟ ଏକ ଫ୍ଲାଏ ଓଭର ନିର୍ମାଣ ଲାଗି ଯୋଜନା ରହିଛି।

ମାର୍ଚ୍ଚ ଶେଷ ସୁଦ୍ଧା ଏଥିପାଇଁ ଟେଣ୍ଡର ସରିବ ଓ ଏପ୍ରିଲ୍‌ରୁ କାମ ଆରମ୍ଭ ହେବ ବୋଲି କେନ୍ଦ୍ର ପରିବହନ ସଚିବଙ୍କ ସହ ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି । ଏଥିସହ ରାଉରକେଲାରେ ୬ ନମ୍ବର ଲେନ୍‌ ବ୍ରାହ୍ମଣୀ ପୋଲ ପାଇଁ ମଧ୍ୟ ଖୁବଶୀଘ୍ର ଟେଣ୍ଡର ହେବ ବୋଲି ସେ ସୂଚନା ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story