ପୈତୃକ ସମ୍ପତ୍ତିକୁ ନେଇ ଅଡୁଆରେ ଖଣ୍ଡପଡ଼ା ବିଧାୟକ: ଘର ଆଗରେ ଧାରଣାରେ ବସିଲେ ଭଉଣୀ

ନୟାଗଡ଼ (ଓଡ଼ିଶା ରିପୋର୍ଟର): ସମ୍ପତ୍ତି ବିବାଦକୁ ନେଇ ଅଡୁଆରେ ପଡିଛନ୍ତି ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକ। ପୈତୃକ ସମ୍ପତ୍ତିରୁ ଭାଗ ଦାବିରେ ଭଉଣୀ ଅବନ୍ତିକା ଅନୁଭବଙ୍କ ପୈତୃକ ଘର ଆଗରେ ଧାରଣା ଦେଇଛନ୍ତି। ସମ୍ପତ୍ତିକୁ ନେଇ ଭାଇ ଭଉଣୀଙ୍କ ମଧ୍ୟରେ ଦେଖା ଦେଇଥିବା ବିବାଦ ଆଜି ପଦାକୁ ଆସିଛି। ଅବନ୍ତିକାଙ୍କ ଏପରି ଧାରଣ ଦେବା ନେଇ ଅନୁଭବ କହିଛନ୍ତି- “ଏହା ଦୁର୍ଭାଗ୍ୟଜନକ, ବ୍ଲାକମେଲିଂ କରି ଟଙ୍କା ନେବାକୁ ଉଦ୍ୟମ।” ସେ ଆହୁରି କହିଛନ୍ତି- “ସମ୍ପତ୍ତିରୁ ଅଧିକାର ନେବାରେ […]

khandapada

khandapada

Rakesh Mallick
  • Published: Sunday, 15 October 2017
  • Updated: 15 October 2017, 09:50 PM IST

Sports

Latest News

ନୟାଗଡ଼ (ଓଡ଼ିଶା ରିପୋର୍ଟର): ସମ୍ପତ୍ତି ବିବାଦକୁ ନେଇ ଅଡୁଆରେ ପଡିଛନ୍ତି ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକ। ପୈତୃକ ସମ୍ପତ୍ତିରୁ ଭାଗ ଦାବିରେ ଭଉଣୀ ଅବନ୍ତିକା ଅନୁଭବଙ୍କ ପୈତୃକ ଘର ଆଗରେ ଧାରଣା ଦେଇଛନ୍ତି। ସମ୍ପତ୍ତିକୁ ନେଇ ଭାଇ ଭଉଣୀଙ୍କ ମଧ୍ୟରେ ଦେଖା ଦେଇଥିବା ବିବାଦ ଆଜି ପଦାକୁ ଆସିଛି।

ଅବନ୍ତିକାଙ୍କ ଏପରି ଧାରଣ ଦେବା ନେଇ ଅନୁଭବ କହିଛନ୍ତି- “ଏହା ଦୁର୍ଭାଗ୍ୟଜନକ, ବ୍ଲାକମେଲିଂ କରି ଟଙ୍କା ନେବାକୁ ଉଦ୍ୟମ।”

ସେ ଆହୁରି କହିଛନ୍ତି- “ସମ୍ପତ୍ତିରୁ ଅଧିକାର ନେବାରେ କୌଣସି ଅସୁବିଧା ନାହିଁ। ତାଙ୍କ ଅଧିକାର ଅନୁସାରେ ସେ ପାଇପାରିବେ। ପୈତୃକ ସମ୍ପତ୍ତି ହେତୁ ଭାଗ କରିବା ସହଜ ନୁହେଁ।”

https://www.youtube.com/watch?v=pl0yFX1oVMY

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story