ଖୋର୍ଦ୍ଧା: ବନ୍ଧୁକ ମୁନରେ ୪୫ ଲକ୍ଷ ଟଙ୍କା ଲୁଟ୍‌

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ନିକଟରେ ଦୁର୍ଦୃତ୍ତମାନେ ଗୋଡିପଡା ଟୋଲ୍‌ଗେଟ୍‌ର କର୍ମଚାରୀଙ୍କଠାରୁ ୪୫ ଲକ୍ଷ ଟଙ୍କା ଲୁଟି ନେଇଛି। ଟୋଲ୍‌ଗେଟ୍‌ କର୍ମଚାରୀ ୨ ଦିନର ଆଦାୟ ଟଙ୍କା ନେଇ ବ୍ୟାଙ୍କରେ ଡିପୋଜିଟ୍‌ କରିବାକୁ ଯାଉଥିବା ବେଳେ ଲୁଟ୍‌ର ଶୀକାର ହୋଇଥିଲେ। ଗେଟ୍‌ ମ୍ୟାନେଜର ଏବଂ ସୁପରଭାଇଜର ଏକ କାରରେ ଟଙ୍କା ନେଇ ଯାଉଥିବା ବେଳେ ଏକ କଳା ରଙ୍ଗର କାରରେ ଦୁର୍ବୃତ୍ତମାନେ ଆସି ଜଙ୍କିଆ ନିକଟ ପେଟ୍ରୋଲ ପମ୍ପ ପାଖରେ ଅଟକାଇ ଥିଲେ। ଗାଡି ରହିବା ପରେ […]

loot-khorda

loot-khorda

Rakesh Mallick
  • Published: Monday, 13 June 2016
  • Updated: 13 June 2016, 08:32 PM IST

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ନିକଟରେ ଦୁର୍ଦୃତ୍ତମାନେ ଗୋଡିପଡା ଟୋଲ୍‌ଗେଟ୍‌ର କର୍ମଚାରୀଙ୍କଠାରୁ ୪୫ ଲକ୍ଷ ଟଙ୍କା ଲୁଟି ନେଇଛି। ଟୋଲ୍‌ଗେଟ୍‌ କର୍ମଚାରୀ ୨ ଦିନର ଆଦାୟ ଟଙ୍କା ନେଇ ବ୍ୟାଙ୍କରେ ଡିପୋଜିଟ୍‌ କରିବାକୁ ଯାଉଥିବା ବେଳେ ଲୁଟ୍‌ର ଶୀକାର ହୋଇଥିଲେ।

ଗେଟ୍‌ ମ୍ୟାନେଜର ଏବଂ ସୁପରଭାଇଜର ଏକ କାରରେ ଟଙ୍କା ନେଇ ଯାଉଥିବା ବେଳେ ଏକ କଳା ରଙ୍ଗର କାରରେ ଦୁର୍ବୃତ୍ତମାନେ ଆସି ଜଙ୍କିଆ ନିକଟ ପେଟ୍ରୋଲ ପମ୍ପ ପାଖରେ ଅଟକାଇ ଥିଲେ। ଗାଡି ରହିବା ପରେ ୩ ଜଣ ଦୁର୍ବୃତ୍ତ ମାଉଜର ଦେଖାଇ କର୍ମଚାରୀଙ୍କୁ ଭୟଭୀତ କରାଇ ଟଙ୍କା ବାକ୍ସକୁ ଲୁଟି ନେଇଥିଲେ। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ଜଙ୍କିଆ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story