ଖୋର୍ଦ୍ଧା: ଦୋଳ ଠାକୁର ଭୋଗ ଖାଇବାକୁ ନେଇ ଗୋଷ୍ଠୀ ସଂଘର୍ଷ, ୩ ଆହତ

ଖୋର୍ଦ୍ଧା: ଦୋଳ ଠାକୁର ଭୋଗ ଖାଇବାକୁ କେନ୍ଦ୍ର କରି ବୁଧବାର ଖୋର୍ଦ୍ଧା ଜିଲ୍ଲାରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଢ଼େଲା ପଥର ମାଡ଼ରେ ୩ଜଣ ଆହତ ହୋଇଛନ୍ତି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ଲାଗି ରହିଥିବାରୁ ଏକ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି। ବାଲୁଗାଁ ପୋଲିସ୍ ଓ ଏସଡିପିଓ ଘଟଣା  ସ୍ଥଳରେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛନ୍ତି। ଇଂଜନପୁରର ଗାଁର ରାମେଶ୍ୱର ଦେବ ଦୋଳ ଭୋଗ ଖାଇବାକୁ ପ୍ରତିବର୍ଷ ଗବପଦର, ଛେଡ଼ାପଦର […]

khordha4

khordha4

Rakesh Mallick
  • Published: Wednesday, 23 March 2016
  • Updated: 23 March 2016, 12:13 PM IST

Sports

Latest News

khordhaଖୋର୍ଦ୍ଧା: ଦୋଳ ଠାକୁର ଭୋଗ ଖାଇବାକୁ କେନ୍ଦ୍ର କରି ବୁଧବାର ଖୋର୍ଦ୍ଧା ଜିଲ୍ଲାରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଢ଼େଲା ପଥର ମାଡ଼ରେ ୩ଜଣ ଆହତ ହୋଇଛନ୍ତି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ଲାଗି ରହିଥିବାରୁ ଏକ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି। ବାଲୁଗାଁ ପୋଲିସ୍ ଓ ଏସଡିପିଓ ଘଟଣା  ସ୍ଥଳରେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛନ୍ତି।khordha2

ଇଂଜନପୁରର ଗାଁର ରାମେଶ୍ୱର ଦେବ ଦୋଳ ଭୋଗ ଖାଇବାକୁ ପ୍ରତିବର୍ଷ ଗବପଦର, ଛେଡ଼ାପଦର ଓ ବଡକୁଳ ଗାଁକୁ ଯାଇଥାଆନ୍ତି। ଗତବର୍ଷ ଦୋଳ ପୂର୍ଣ୍ଣିମାରେ ଠାକୁର ଭୋଗ ଖାଇବାକୁ ନେଇ ବିଭ୍ରାଟ ଦେଖାଦେଇଥିଲା। ତେଣୁ ଇଂଜନପୁର ଗ୍ରାମବାସୀ ଚଳିତବର୍ଷ ଠାକୁରଙ୍କୁ ଉକ୍ତ ୩ଟି ଗାଁକୁ ନ ନେବାକୁ ସ୍ଥିର କରିଥିଲେ। ଅନ୍ୟପକ୍ଷରେ ଉକ୍ତ ୩ଟି ଗାଁର ଲୋକେ ରାମେଶ୍ୱର ଦେବଙ୍କୁ ଭୋଗ ଖାଇବାକୁ ନିମନ୍ତ୍ରଣ କରିଥିଲେ। ହେଲେ ଇଂଜନପୁରର ଗ୍ରାମବାସୀ ଏଥିରେ ରାଜି ହୋଇ ନ ଥିଲେ। ଆଜି ରାମେଶ୍ୱର ଦେବ ଇଂଜନପୁରରରେ ଭୋଗ ଖାଉଥିବା ବେଳେ ଗବପଦର ଓ ଛେଡ଼ାପଦର ଗ୍ରାମବାସୀ ଠାକୁରଙ୍କୁ  ନେବା ପାଇଁ ଜୋର ଜବରଦସ୍ତ କରିଥିଲେ। ଏପରି କି ବିମାନକୁ ଏକ ଘରେ ରଖି ଦେଇଥିଲେ। ଏହାକୁ ନେଇ ଇଂଜନପୁର ଓ ଏହି ଦୁଇ ଗ୍ରାମର ଲୋକଙ୍କ ମଧ୍ୟରେ ପ୍ରଥମେ ବଚସା ଓ ପରେ ମାରପିଟ୍‌ ହୋଇଥିଲା।khordha1

ଅନ୍ୟପକ୍ଷରେ ଗବପଦର, ଛେଡ଼ାପଦର ଗ୍ରାମବାସୀ ଠାକୁରଙ୍କୁ ଭୋଗ ଖାଇବାକୁ ନିଜ ଗାଁକୁ ନେବାକୁ ଅଡ଼ି ବସିବା ସହ ବାଲୁଗାଁ ମୁଖ୍ୟରାସ୍ତା ଅବରୋଧ କରିଛନ୍ତି। ଖବର ପାଇ ତହସିଲଦାର ଓ  ଅତିରିକ୍ତ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story