ଖୋର୍ଦ୍ଧାରେ ଚାଷୀ ଆତ୍ମହତ୍ୟା ଅଭିଯୋଗ

ଖୋର୍ଦ୍ଧା: ବୋଲଗଡ଼ ବ୍ଲକ ଅସରଳା ଗାଁରୁ ଆସିଛି ଚାଷୀ ଆତ୍ମହତ୍ୟା ଅଭିଯୋଗ। ମୃତ ଚାଷୀ ଜଣଙ୍କ ହେଲେ ଲକ୍ଷ୍ମୀଧର ସେଠୀ। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଚାଷ ଉଜୁଡି ଯିବାରୁ ଋଣ ଶୁଝିବାକୁ ନେଇ କିଛିଦିନ ହେବ ଲକ୍ଷ୍ମୀଧର ଚିନ୍ତିତ ଥିଲେ। ଆଜି ସେ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଦେଇଥିଲେ।

Farmer-Suicide

Farmer-Suicide

Rakesh Mallick
  • Published: Thursday, 30 March 2017
  • Updated: 30 March 2017, 12:26 PM IST

Sports

Latest News

ଖୋର୍ଦ୍ଧା: ବୋଲଗଡ଼ ବ୍ଲକ ଅସରଳା ଗାଁରୁ ଆସିଛି ଚାଷୀ ଆତ୍ମହତ୍ୟା ଅଭିଯୋଗ। ମୃତ ଚାଷୀ ଜଣଙ୍କ ହେଲେ ଲକ୍ଷ୍ମୀଧର ସେଠୀ।

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଚାଷ ଉଜୁଡି ଯିବାରୁ ଋଣ ଶୁଝିବାକୁ ନେଇ କିଛିଦିନ ହେବ ଲକ୍ଷ୍ମୀଧର ଚିନ୍ତିତ ଥିଲେ। ଆଜି ସେ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos