ଖୋର୍ଦ୍ଧା ଓ ଜଟଣୀରେ ଡ଼ାଲି ମିଲ୍ ଉପରେ ଚଢାଉ

ଖୋର୍ଦ୍ଧା: ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଥିବା ଜୟ ବାଲାଜି ଆଗ୍ରୋ ପ୍ରଡକ୍ଟ ଡାଲି ମିଲ୍ ଉପରେ ଯୋଗଣ ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଭାବେ ଚଢାଉ କରିଛି। ସେହିପରି ଜଟଣୀର ମା’ କାଳୀ ରାଇସ ମିଲ୍ ଓ ଜଗତ ଜନନୀ ଡ଼ାଲି ମିଲ୍ ଉପରେ ମଧ୍ୟ ଯୋଗାଣ ବିଭାଗ ତରଫରୁ ଚଢାଉ କରାଯାଇଥିଲା। ଏମାନଙ୍କ ତିନି ବର୍ଷର ଡ଼ାଲି ଯୋଗଣ ଏବଂ ମହଜୁଦ ସମ୍ପର୍କରେ ଯାଞ୍ଚ କରାଯାଇଛି। ମାଜିଷ୍ଟ୍ରେଟ ଏବଂ ଯୋଗାଣ ବିଭାଗ ଅଧିକାରୀଙ୍କ ଦ୍ୱାରା ଏବେ […]

khurdh1

khurdh1

Rakesh Mallick
  • Published: Friday, 23 October 2015
  • Updated: 23 October 2015, 12:51 PM IST

Sports

Latest News

ଖୋର୍ଦ୍ଧା: ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଥିବା ଜୟ ବାଲାଜି ଆଗ୍ରୋ ପ୍ରଡକ୍ଟ ଡାଲି ମିଲ୍ ଉପରେ ଯୋଗଣ ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଭାବେ ଚଢାଉ କରିଛି। ସେହିପରି ଜଟଣୀର ମା’ କାଳୀ ରାଇସ ମିଲ୍ ଓ ଜଗତ ଜନନୀ ଡ଼ାଲି ମିଲ୍ ଉପରେ ମଧ୍ୟ ଯୋଗାଣ ବିଭାଗ ତରଫରୁ ଚଢାଉ କରାଯାଇଥିଲା। ଏମାନଙ୍କ ତିନି ବର୍ଷର ଡ଼ାଲି ଯୋଗଣ ଏବଂ ମହଜୁଦ ସମ୍ପର୍କରେ ଯାଞ୍ଚ କରାଯାଇଛି। ମାଜିଷ୍ଟ୍ରେଟ ଏବଂ ଯୋଗାଣ ବିଭାଗ ଅଧିକାରୀଙ୍କ ଦ୍ୱାରା ଏବେ ସେଠାରେ ଚଢାଉ କରାଯାଇଥିଲା।

ଗତକାଲି ଭୁବନେଶ୍ୱର ମଞ୍ଚେଶ୍ୱର ସ୍ଥିତ ମନସ୍ୟା ଆସୋସିଏଟର ଡାଲି ଗୋଦାମରେ ଖାଦ୍ୟ ଓ ଯୋଗାଣ ବିଭାଗ ଚଢ଼ଉ କରିଥିଲା। ଏହି ସମୟରେ ଗୋଦାମରେ ଗଚ୍ଛିତ ଥିଲା ୧୮ଶହ ୭କୁଇଣ୍ଟାଲ୍ ଡାଲି। ବେଆଇନ୍ ଭାବେ ଏସବୁ ଡାଲିକୁ ମହଜୁଦ୍ ରଖିଥିବା ଅଭିଯୋଗରେ ଏଡିଏମ୍ ଓ ପୋଲିସ୍ ଉପସ୍ଥିତିରେ ଏଠାରେ ଚଢ଼ଉ କରାଯାଇଥିଲା। ସରକାରୀ ନିୟମ ଅନୁସାରେ ଗୋଦାମରେ ୭୫୦କୁଇଣ୍ଟାଲ ଡାଲି ଜାତୀୟ ଶସ୍ୟ ମହଜୁଦ୍ ରଖାଯାଇପାରିବ। ଏହି ଡାଲି ଗୋଦାମକୁ  ସିଲ କରାଯାଇଛି ଓ ଯୋଗାଣ ବିଭାଗ ଏହାର  ତଦନ୍ତ କରୁଛି ବୋଲି ଆଜି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି। ସେ କହିଛନ୍ତି, ଗୋଦାମ୍ ମାଲିକଙ୍କୁ ଏକ ଷ୍ଟକ୍ ଲିମିଟ୍ ମଗାଯିବ। ଏହାପରେ ତଦନ୍ତ କରି ଅନିୟମିତତା ଥିବା ଜଣାପଡ଼ିଲେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story