ଖୁବ ଶୀଘ୍ର ସାବେରୀ ନଦୀରେ ସେତୁ ନିର୍ମାଣ କରିବେ ଛତିଶଗଡ଼ ସରକାର, ଦୂର ହେବ ଯା’ଆସ ସମସ୍ୟା

ମାଲକାନଗିରି: ମାଲକାନଗିରି ମୋଟୁକୁ ସଂଯୋଗ ଲାଗି ପ୍ରସ୍ତାବିତ ସାବେରୀ ନଦୀ ସେତୁ ନିର୍ମାଣ କରିବେ ଛତିଶଗଡ଼ ସରକାର। ଏଥିପାଇଁ ବ୍ୟୟବରାଦ ହୋଇଛି ୩୦ କୋଟି ଟଙ୍କା। ଏହି ପୋଲର କାର୍ଯ୍ୟ ଦୁଇ ବର୍ଷ ମଧ୍ୟରେ  ସାରିବାକୁ ଲକ୍ଷ୍ୟଧାର୍ଯ୍ୟ ରଖାଯାଇଛି। ବୁଧବାର ଛତିଶଗଡ଼ ଗୃହ ସଚିବ, ବସ୍ତର ପୋଲିସ ଆଇଜି, ସୁକମା ଜିଲ୍ଲାପାଳ, ଏସପିଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ପୋଲ ନିର୍ମାଣସ୍ଥଳ ପରିଦର୍ଶନ କରିଛନ୍ତି। ରାଞ୍ଜି-ବିଜୟୱାଡା କରିଡ଼ର ଅନ୍ତର୍ଗତ ମୋଟୁ ଓ ଆନ୍ଧ୍ରପ୍ରଦେଶକୁ ସଂଯୋଗ ଲାଗି ସିଲେରୁ […]

motubridge

motubridge

Rakesh Mallick
  • Published: Wednesday, 11 November 2015
  • Updated: 11 November 2015, 03:46 PM IST

Sports

Latest News

motubridgeମାଲକାନଗିରି: ମାଲକାନଗିରି ମୋଟୁକୁ ସଂଯୋଗ ଲାଗି ପ୍ରସ୍ତାବିତ ସାବେରୀ ନଦୀ ସେତୁ ନିର୍ମାଣ କରିବେ ଛତିଶଗଡ଼ ସରକାର। ଏଥିପାଇଁ ବ୍ୟୟବରାଦ ହୋଇଛି ୩୦ କୋଟି ଟଙ୍କା। ଏହି ପୋଲର କାର୍ଯ୍ୟ ଦୁଇ ବର୍ଷ ମଧ୍ୟରେ  ସାରିବାକୁ ଲକ୍ଷ୍ୟଧାର୍ଯ୍ୟ ରଖାଯାଇଛି। ବୁଧବାର ଛତିଶଗଡ଼ ଗୃହ ସଚିବ, ବସ୍ତର ପୋଲିସ ଆଇଜି, ସୁକମା ଜିଲ୍ଲାପାଳ, ଏସପିଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ପୋଲ ନିର୍ମାଣସ୍ଥଳ ପରିଦର୍ଶନ କରିଛନ୍ତି।

ରାଞ୍ଜି-ବିଜୟୱାଡା କରିଡ଼ର ଅନ୍ତର୍ଗତ ମୋଟୁ ଓ ଆନ୍ଧ୍ରପ୍ରଦେଶକୁ ସଂଯୋଗ ଲାଗି ସିଲେରୁ ନଦୀ ସେତୁ ନିର୍ମାଣ ନେଇ ମଧ୍ୟ ସମ୍ଭାବନା ଉଜ୍ଜ୍ୱଳ ହୋଇଛି। ସେତୁର ଗୁରୁତ୍ୱ ଦୃଷ୍ଟିରୁ ଏହାର କାମ ତ୍ୱାରାନ୍ୱିତ ପାଇଁ ପୂର୍ବରୁ ଓଡ଼ିଶା ସରକାର ଆନ୍ଧ୍ରକୁ ଚିଠି ଲେଖିଥିଲେ। ତେବେ ନିକଟରେ କେନ୍ଦ୍ର ସରକାର ଏହି ସେତୁ କାମ ସାରିବା ଲାଗି ଆନ୍ଧ୍ର ସରକାରଙ୍କୁ ଦାୟିତ୍ୱ ଦେଇଛନ୍ତି। ସେତୁ ନିର୍ମାଣ ପାଇଁ ଖୁବ୍ ଶୀଘ୍ର ଟେଣ୍ଡର କରାଯିବ ବୋଲି ରାଜ୍ୟ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ ସୂଚନା ଦେଇଛନ୍ତି।

ସିଲେରୁ ଓ ସାବେରୀ ନଦୀରେ ଏହି ଦୁଇଟି ସେତୁ ନିର୍ମାଣ ଶେଷ ହେଲେ ବିଜୟୱାଡା-ରାଞ୍ଜି କରିଡରର ଉଭୟପଟୁ ମାଲକାନଗିରି ସଂଯୋଗ ହେବ। ଏହାଦ୍ୱାରା ମାଓଦମନ ଅପରେସନ ସହଜ ହେବ ବୋଲି ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story